Bhubaneswar cases
ଓଡ଼ିଶା 

ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଲା; ଏ ପର୍ଯ୍ୟନ୍ତ ସୁସ୍ଥ ହେଇଛନ୍ତି ୨ ହଜାର ୬୭୩ ଜଣ

ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଲା; ଏ ପର୍ଯ୍ୟନ୍ତ ସୁସ୍ଥ ହେଇଛନ୍ତି ୨ ହଜାର ୬୭୩ ଜଣ ଭୁବନେଶ୍ୱର: ଅଗଷ୍ଟ ୧୦: ଭୁବନେଶ୍ୱର ରେ ୨୪ ଘଣ୍ଟାରେ ୧୩୩ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି ।ସେଥିରୁ ୯୬ ଜଣ Quarantine ରେ ଥିଲେ ଏବଂ ୩୭ ଟି Local Contact Case । ଏହାକୁ ମିଶାଇ ଭୁବନେଶ୍ୱର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୬୨ କୁ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ ଭୁବନେଶ୍ୱର ରେ ଆଜି ସୁସ୍ଥ ହେଇଛନ୍ତି ୨୦୦ ଜଣ । ଏହାସହ ସୁସ୍ଥ […]
Read More...

Advertisement