Bhubaneswar BJP
ଓଡ଼ିଶା 

ଘନେଇଲା ଉତ୍କଳ କନିକା ମଲ ଜବରଦଖଲ ବିବାଦ; ରାଜଧାନୀ ରାଜରାସ୍ତାରେ ଗର୍ଜିଲା ବିଜେପି ଓ ବାର୍‌ ଆସୋସିଏସନ

ଘନେଇଲା ଉତ୍କଳ କନିକା ମଲ ଜବରଦଖଲ ବିବାଦ; ରାଜଧାନୀ ରାଜରାସ୍ତାରେ ଗର୍ଜିଲା ବିଜେପି ଓ ବାର୍‌ ଆସୋସିଏସନ ଭୁବନେଶ୍ୱର : ଜୁଲାଇ ୦୨:ଘନେଇଲା ଉତ୍କଳକନିକା ଗାଲେରିଆ ମଲ ଜମି ଜବରଦଖଲ ବିବାଦ । ଏହି ମଲ ସ୍ୱାର୍ଥରେ ଦୁଇ ଥର ନକ୍ସା ବଦଳିବା ଖବର ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି । ଗୋଟିଏ ଘରୋଇ ବ୍ୟବସାୟ ସଂସ୍ଥା ବିଏମ୍‌ସି ଓ ରାଜ୍ୟ ସଂଗ୍ରହାଳୟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ସଂସ୍ଥାର ପ୍ରମୁଖ ଭାଗ ଭଙ୍ଗା ହେବାକୁ ଥିବାରୁ ଏହାକୁ ହଜମ କରିପାରୁନାହାନ୍ତି ଭୁବନେଶ୍ୱର ସଚେତନ ନାଗରିକ । ସରକାରୀ ଜାଗା ହଡପ ବିରୋଧରେ ବିଜେପି ଭୁବନେଶ୍ୱର […]
Read More...

Advertisement