Bhubaneswar Area
ଓଡ଼ିଶା 

କରୋନା ନେଇ ମୁଣ୍ଡବିନ୍ଧା; ହଟସ୍ପଟ୍‌ ଅଞ୍ଚଳରୁ ଭୁବନେଶ୍ୱରକୁ ଆସିଲେ ଯିବେ କ୍ୱାରେଣ୍ଟାଇନ୍‌

କରୋନା ନେଇ ମୁଣ୍ଡବିନ୍ଧା; ହଟସ୍ପଟ୍‌ ଅଞ୍ଚଳରୁ ଭୁବନେଶ୍ୱରକୁ ଆସିଲେ ଯିବେ କ୍ୱାରେଣ୍ଟାଇନ୍‌ ଭୁବନେଶ୍ୱର : ଜୁନ ୨୬ : ଭୁବନେଶ୍ୱରରେ ପୁଣି କରୋନା ବ୍ୟାପିବା ସରକାର ଓ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏଣିକି କରୋନା ହଟ୍‌ସ୍ପଟ ଅଞ୍ଚଳରୁ ଯଦି କେହି ଭୁବନେଶ୍ୱର ଆସିବେ, ତେବେ ସେମାନେ ସରକାରୀ କ ୍ୱାରେଣ୍ଟାଇନ୍‌ ରେ ରହିବେ । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଅଧିକ କରୋନା ସଂକ୍ରମିତ ଜିଲ୍ଲାର ଲୋକମାନେ ଏଣିକି ଭୁବନେଶ୍ୱର ଆସିଲେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ କ ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । […]
Read More...

Advertisement