Bhopal story
Feature 

ଝିଅ ଜନ୍ମ ଅବସରରେ ମାଗଣାରେ ବାଣ୍ଟିଲେ ୫୦ ହଜାର ଗୁପ୍‌ଚୁପ୍‌

ଝିଅ ଜନ୍ମ ଅବସରରେ ମାଗଣାରେ ବାଣ୍ଟିଲେ ୫୦ ହଜାର ଗୁପ୍‌ଚୁପ୍‌ ଭୋପାଳ: କୋଲାର ଜିଲ୍ଲାର ଦାନିଶକୁଞ୍ଜର ବାସିନ୍ଦା ଅଞ୍ଚଳ ଗୁପ୍ତା ନିଜ ଝିଅର ଜନ୍ମଦିନ ଖୁସି ଅବସରକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ସେ ଲୋକଙ୍କୁ ୫୦ ହଜାରଟି ଗୁପ୍‌ଚୁପ୍‌ ମାଗଣାରେ ଖାଇବାକୁ ଦେଇଛନ୍ତି । ସେଥିପାଇଁ ସେ ୧୦ଟି ଷ୍ଟଲ୍‌ ସ୍ଥାପନ କରିଥିଲେ । ଏହାସହିତ ସେଠାରେ ଯିବାଆସିବା କରୁଥିବା ସମସ୍ତ ଲୋକଙ୍କ ସହିତ ନିଜର ଖୁସି ବଣ୍ଟିବା ସହିତ ଗୁପ୍‌ଚୁପ୍‌ ଖାଇବାକୁ ଆମନ୍ତ୍ରଣ କରିଥିଲେ । ସେହି ସବୁ ଗୁପ୍‌ଚୁପ୍‌ ତିଆରି କରିବା […]
Read More...

Advertisement