BHAUJA
ଜିଲ୍ଲା 

ଟୁଙ୍ଗୁରୁଙ୍କ ପ୍ରେମ ଫାର୍ସରେ ତାତିଲେ ଲୋକେ: ଥାନାରେ ଦେଲେ ଏତଲା

ଟୁଙ୍ଗୁରୁଙ୍କ ପ୍ରେମ ଫାର୍ସରେ ତାତିଲେ ଲୋକେ: ଥାନାରେ ଦେଲେ ଏତଲା ନିଶ୍ଚିନ୍ତକୋଇଲି: ଜୁନ ୨୯: ଟୁଙ୍ଗୁରୁ-ବର୍ଷାଙ୍କ ପ୍ରେମ ନାଟକ ସାମଜ ଉପରେ କୁ-ପ୍ରଭାବ ପକାଉଛି ବୋଲି ଥାନାରେ ଅଭିଯୋଗ କଲେ ଲୋକେ । ଏବେ ସୋସିଆଲ ମିଡିଆରେ ହିରୋ ହିରୋଇନ ପାଲଟିଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳ ଓ ବର୍ଷାଙ୍କ ବିରୋଧରେ ଥାନାକୁ ଗଲେ ଲୋକେ । ଏସବୁ ନାଟକ ଓ ପ୍ରହସନକୁ ବନ୍ଦ କରିବା ପାଇଁ ଏକ ସାମାଜିକ ସଂଗଠନ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ବିଶ୍ୱାସ ନାମକ ଏକ ସାମାଜିକ ସଂଗଠନର ସଦସ୍ୟମାନେ ମଙ୍ଗଳବାର କଟକ […]
Read More...

Advertisement