bharti singh
ମନୋରଞ୍ଜନ 

ସାମ୍ନାକୁ ଆସିଲା ଭାରତୀ ସିଂଙ୍କ ପୁଅ ଲକ୍ଷର ଚେହେରା

ସାମ୍ନାକୁ ଆସିଲା ଭାରତୀ ସିଂଙ୍କ ପୁଅ ଲକ୍ଷର ଚେହେରା ମୁମ୍ୱାଇ: ଜୁଲାଇ ୧୨: ପୁଅ ଗୋଲାର ମୁହଁକୁ ରିଭିଲ କଲେ, କମେଡି କୁଇନ ଭାରତୀ ସିଂହ । ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଟେଲିଭିଜନ ଦୁନିଆର ପପୁଲାର କପଲ ଭାବେ ଜଣାଶୁଣା । ଚଳିତ ବର୍ଷ ଏପ୍ରିଲ ମାସରେ ହର୍ଷ ଏବଂ ଭାରତୀଙ୍କ ଘରଙ୍କୁ କୁନି ଅତିଥି ଆସିଥିଲେ । ବର୍ତ୍ତମାନ ସେ ତାଙ୍କ ପୁଅର ଚେହେରା ଉପରୁ ପର୍ଦ୍ଦା ହଟାଇଛନ୍ତି । ପୁଅର ଜନ୍ମ ପରେ ଭାରତୀ ସିଂ ଏବଂ ହର୍ଷ […]
Read More...

Advertisement