Bharati Pawar
ଦେଶ- ବିଦେଶ 

ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ ନିରାଶ , ଭାରତରେ ପଢିବାକୁ ଦିଆଯିବନି ଅନୁମତି

ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ ନିରାଶ , ଭାରତରେ ପଢିବାକୁ ଦିଆଯିବନି ଅନୁମତି ନୂଆଦିଲ୍ଲୀ : ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତ ଫେରିଥିବା ୨୦ ହଜାର ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପଦରେ । ୟୁୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ ଭାରତରେ ପଢିପାରିବେ ନାହିଁ ବୋଲି ସ୍ପଷ୍ଟ କଲେ କେନ୍ଦ୍ର ସରକାର । ରାଜ୍ୟସଭାରେ ଏକ ପ୍ରଶ୍ନପର ଉତ୍ତର ରଖି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପାଓାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଇଣ୍ଡିଆନ ମେଡିକାଲ କାଉନସିଲ ଆକଫ ୧୯୫୬ ଏବଂ ନ୍ୟାସନଲ ମେଡିକାଲ କମିଶନ ଆକଫ ୨୦୧୯ ଅନୁଯାୟୀ […]
Read More...

Advertisement