bharat band dakara
ଦେଶ- ବିଦେଶ 

ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଭାରତ ବନ୍ଦ ଡାକରା

ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଭାରତ ବନ୍ଦ ଡାକରା କଟକ: ମଇ ୨୫: ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ସାରା ଦେଶରେ ଜାତିଭିତ୍ତିକ ଜନଗଣନା ଦାବିରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଜାତିଭିତ୍ତିକ ଜନଗଣନା ନେଇ ଅନେକ ରାଜ୍ୟ ଦାବି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି । ଫଳରେ ବନ୍ଦ ଡାକରା ଦିଆଯାଇଛି । ଜାତିଭିତ୍ତିକ ଜନଗଣନା ଦାବି ବ୍ୟତୀତ ନିର୍ବାଚନରେ […]
Read More...

Advertisement