Bhanjanagar
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଅବକାରୀ ଓ ପୁଲିସର ମିଳିତ ଚଢାଉ; ୮ ଗିରଫ
Published On
By Samaya Live
ଭଞ୍ଜନଗର (ସମୟ ପ୍ରତିନିଧି) : ଜୁଲାଇ ୨୫: ଲଗାତର ୨ ଦିନ ଧରି ଭଞ୍ଜନଗର ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ଭଞ୍ଜନଗର ଅଂଚଳର ବିଭିନ୍ନ ସ୍ଥାନରେ ମିଳିତ ଚଢାଉ କରାଯାଇ ୧୮୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବାସହ ୩୬୪୦ ଲିଟର ଗୁଡ ମିଶ୍ରିତ ପୋଚ ନଷ୍ଟ କରାଯାଇଛି । କେତେକ ସ୍ଥାନରେ ଚାଲୁଥିବା ବେଆଇନ୍ ଦେଶି ମଦରନ୍ଧା କାରଖାନାକୁ ମଧ୍ୟ ଏମାନେ ଭାଙ୍ଗି ସଫା କରିଛନ୍ତି । ଭଞ୍ଜନଗର ଅବକାରୀ ଉପ ନିରୀକ୍ଷକ […]
ସରପଡା ଗ୍ରାମବାସୀଙ୍କ ଦୁଃଖ ଲୋହରାଖଣ୍ଡି; ୪୦ ଫୁଟ ଉଚ୍ଚର ୩ ଫୁଟିଆ କେନାଲରେ ବାଜି ଲାଗିଛି ଜୀବନ
Published On
By Samaya Live
Report: Dilip Chawda ଭଞ୍ଜନଗର: ଅଗଷ୍ଟ ୨୦:ଭାରତ ସ୍ୱାଧୀନତାକୁ ଇତିମଧ୍ୟରେ ୭୪ବର୍ଷ ପୁରିଲା । ଏହି ଦୀର୍ଘବର୍ଷ ଗୋଟିଏ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଯଥେଷ୍ଟ । ତଥାପି ଆମ ଦେଶ ତଥା ରାଜ୍ୟରେ ଏବେବି ଅନେକ ଗ୍ରାମ ଅବହେଳିତ ହୋଇ ପଡିରହିଛି । ସର୍ବନିମ୍ନ ମୌଳିକ ସୁଖସୁବିଧା ମିଳୁନି । ଅନେକ ଗାଆଁକୁ ନାହିଁ ସବୁଦିନିଆ ରାସ୍ତା । ଏଭଳି ଏକ ଗାଆଁ ହେଲା ସରପଡା । ଭଞ୍ଜନଗର ବ୍ଲକର ସାନକୋଦଣ୍ଡା ପଞ୍ଚାୟତର ସରପଡା ଗ୍ରାମ […]
ମହାମାରୀ କରୋନା ଯନ୍ତ୍ରଣା : ଜୀବନ ଜୀବିକାର ଦୋଛକିରେ ଅଭିରାମ
Published On
By Samaya Live
Report: Dilip Chawda ଭଞ୍ଜନଗର : ଜୁଲାଇ ୨୨: ମହାମାରୀ କରୋନାର ପ୍ରକୋପ ସାରା ପୃଥିବୀରେ ତାର କାୟା ବିସ୍ତାର କରିଛି । କରୋନା ଦ୍ୱାରା ସାରା ପୃଥିବୀବାସୀ ବେଶ ପ୍ରଭାବିତ ହେଉଛନ୍ତି । ବହୁ ବ୍ୟକ୍ତିଙ୍କ ଜୀବିକା ଛଡାଇ ନେଇଛି ଏହି ମହାମାରୀ କରୋନା । କରୋନା କଟକଣା ବନାମ ଜୀବନ ଯନ୍ତ୍ରଣା । ଆଉ ଅନେକ ପରିବାର କରୋନା ପ୍ରଭାବରୁ ନିଜ ନିଜର ପରିବାର ପ୍ରତିପୋଷଣ ପାଇଁ ଜୀବିକା ବଦଳାଉଛନ୍ତି । ବହୁ ପରିବାର […]
ଭଞ୍ଜନଗର ଉପଖଣ୍ଡର ପ୍ରତି ବ୍ଲକ ଓ ଏନଏସିକୁ ଯିବ ଭ୍ରାମ୍ୟମାଣ ସ୍ୱାବ୍ ସଂଗ୍ରହ ଭ୍ୟାନ୍
Published On
By Samaya Live
Report: Dillip Chawda ଭଞ୍ଜନଗର : ଜୁଲାଇ ୧୯: ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଓ ୫ଟି ଏନଏସି ଅନ୍ତର୍ଗତ ବିଭିନ୍ନ ହଟସ୍ପଟ ଅଞ୍ଚଳରେ ସନ୍ଦିଗ୍ଧ ଲୋକଙ୍କ ସ୍ୱାବ୍ ସଂଗ୍ରହ ପାଇଁ ଏଣିକି ଭ୍ରାମ୍ୟମାଣ ସ୍ୱାବ୍ ଟେଷ୍ଟିଂ ଭ୍ୟାନ ଘୁରିବୁଲିବ । ଆଉ ତୁରନ୍ତ ସ୍ୱାବ ସଂଗ୍ରହ କରାଯାଇ ଏହାକୁ ଟେଷ୍ଟିଂ ପାଇଁ ବ୍ରହ୍ମପୁର ପଠାଇବ । ଫଳରେ ଏକକାଳୀନ ସମସ୍ତ ସନ୍ଦିଗ୍ଧଙ୍କ ସ୍ୱାବ ସଂଗ୍ରହ ହେବାସହ ଏହାଦ୍ୱାରା ସ୍ଥାନୀୟ ସଂକ୍ରମଣକୁ ରୋକାଯାଇପାରିବବୋଲି ଜିଲ୍ଲା ପ୍ରଶାସନ ଆଶାପ୍ରକାଶ […]
ଦିନକରେ ଭଞ୍ଜନଗରରେ ୩୩ ପଜିଟିଭ୍ ଚିହ୍ନଟ ପରେ ଚିନ୍ତା ବଢିଲା
Published On
By Samaya Live
Report: Dilip Chawda ଭଞ୍ଜନଗର : ଜୁଲାଇ ୧୬: ଦିନକରେ ଭଞ୍ଜନଗରରେ ୩୩ କରୋନା ପଜିଟିଭ୍ ଚିହ୍ନଟ ପରେ ଏହାକୁ ନେଇ ପ୍ରଶାସନର ଚିନ୍ତା ବଢିଛି । କରୋନା ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ଅଧିକ କଠୋର ହେବାର ଆବଶ୍ୟକତା ରହିଛିବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମତ ରଖିଛନ୍ତି । ସାଧାରଣ ଲୋକଙ୍କ ଜୀବନ ରକ୍ଷା ଉପରେ ଅଧିକ ଫୋକସ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଦିନକରେ ୩୩ କରୋନା ପଜିଟିଭ୍ ମଧ୍ୟରୁ ବ୍ଲକର […]
୬୫୦ ଲିଟର ମଦ ଜବତ, ୧୫ ଗିରଫ
Published On
By Samaya Live
ଭଞ୍ଜନଗର : ସ୍ଥାନୀୟ ପୋଲିସ ନିକଟସ୍ଥ ନାହାତୁଠ ସାହିରେ ଚଢାଉ କରି ୬୫୦ ଲିଟର ରନ୍ଧା ମହୁଲି ମଦ ଜବତ କରିବାସହ ଏଥିରେ ସଂପୃକ୍ତି ଅଭିଯୋଗରେ ୧୫ଜଣଙ୍କୁ ଗିରଫ କରିଛି । ଏଥିସହ ମଦ ତିଆରିରେ ଆବଶ୍ୟକ ହେଉଥିବା ୭ହଜାର ଲିଟର ପୋଚ ମଧ୍ୟ ନଷ୍ଟ କରିଛି ପୋଲିସ । ମିଳିଥିବା ସୁଚନା ଅନୁସାରେ ନିକଟସ୍ଥ ନାହାତୁଠ ସାହିରେ ବିପୁଳ ପରିମାଣର ମଦ ରନ୍ଧା ହେଉଥିବା ନେଇ ପୋଲିସ ପାଖରେ ସୁଚନା ମିଳିବାପରେ ଥାନା ଅଧିକାରୀ ସୁଦୀପ୍ତ […]

