Bhanjanagar News
ଓଡ଼ିଶା 

ଦଦରାଲୁଣ୍ଡାରେ ବୋମା ମାଡ ଓ ଯୁବକର ମୃତ୍ୟୁ ଘଟଣାରେ ୫ ଗିରଫ

ଦଦରାଲୁଣ୍ଡାରେ ବୋମା ମାଡ ଓ ଯୁବକର ମୃତ୍ୟୁ ଘଟଣାରେ ୫ ଗିରଫ ଭଞ୍ଜନଗର (ସବ୍ୟୁ) : ଅଗଷ୍ଟ ୨୦:ଦଦରାଲୁଣ୍ଡାରେ ବୋମା ମାଡ ଓ ଜଣେ ଯୁବକର ମୃତ୍ୟୁ ଘଟଣାରେ ଶେଷରେ ଭଞ୍ଜନଗର ପୁଲିସକୁ ମିଳିଛି ସଫଳତା । ଏହି ମାମଲାରେ ସ୍ଥାନୀୟ ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି । ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସୂଚନା ପ୍ରକାରେ ଦଦରାଲୁଣ୍ଡାରେ ଚଳିତମାସ ୧ ତାରିଖରେ କମେଣ୍ଟମରା ଘଟଣାକୁ ନେଇ ପ୍ରଥମେ ଦୁଇଗୋଷ୍ଟୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଗାଆଁରେ ହିଁ ଏହାର ସମାଧାନ ହୋଇଯାଇଥିଲା । […]
Read More...

Advertisement