Bhandaripokhari Block
ଓଡ଼ିଶା 

କ୍ୱାରେନଟାଇନ କେନ୍ଦ୍ରରେ ଅନ୍ତେବାସୀଙ୍କ ଅସ୍ୱାଭାବିକ ମୃତ୍ୟୁ; ସ୍ୱାବ ସଂଗ୍ରହ ନହେବା ନେଇ ପ୍ରଶ୍ନବାଚ

କ୍ୱାରେନଟାଇନ କେନ୍ଦ୍ରରେ ଅନ୍ତେବାସୀଙ୍କ ଅସ୍ୱାଭାବିକ ମୃତ୍ୟୁ; ସ୍ୱାବ ସଂଗ୍ରହ ନହେବା ନେଇ ପ୍ରଶ୍ନବାଚ By Umakalyan Mohapatra ଭଦ୍ରକ, ୧୯ ।୦୫(ଜିପ୍ର): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବୟାବନାପୁର ନୋଡାଲ ସ୍କୁଲରେ ଚାଲି ଥିôବା ପଞ୍ଚାୟତ ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିମଏମଓି) ଜଣେ କୋଲକତା ଫେରନ୍ତା ବୃଦ୍ଧ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଯାଇଥିôବା ଜଣାଯାଇଛି । ସଂପୃକ୍ତ ପଞ୍ଚାୟତ ଅନ୍ତର୍ଗତ ସରସଦା ଗାଁର ୭୨ ବର୍ଷୀୟ ବୃଦ୍ଧ ଦେବେନ୍ଦ୍ର ରାଉତ ଗତ ରବିବାର ରାତ୍ର ପ୍ରାୟ ୩ଟା ସମୟରେ କଲିକତାରୁ ଫେରି ପାହିମହୁରା ଶିଳ୍ପ ତାଲିମ କେନ୍ଦ୍ରରେ ପଞ୍ଜିକୃତ ହୋଇଥିଲେ । ସେଠାରେ […]
Read More...

Advertisement