Bhadrak
ଓଡ଼ିଶା 

୭ ଶହ ପିଲାଙ୍କୁ ୭ ଜଣ ଶିକ୍ଷକ: ନିଗମାନନ୍ଦ ହାଇସ୍କୁଲ୍‌ରେ ପାଠ ପଢା ହେବ କେମିତି

୭ ଶହ ପିଲାଙ୍କୁ ୭ ଜଣ ଶିକ୍ଷକ: ନିଗମାନନ୍ଦ ହାଇସ୍କୁଲ୍‌ରେ ପାଠ ପଢା ହେବ କେମିତି ଧାମରା: ଜୁଲାଇ ୨୨: ଚଳିତ ମାସ ୨୬ ତାରିଖରେ ସାରା ରାଜ୍ୟରେ ହାଇସ୍କୁଲ୍ ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । କେବଳ ଦଶମ ଶ୍ରେଣୀ ପିଲା ମାନଙ୍କୁ ପାଠ ପଢା ଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥଳେ ଚାନ୍ଦବାଲି ବ୍ଲକ ଶଶିକାଦେଇପୁର ନିଗମାନନ୍ଦ ହାଇସ୍କଲୁରେ ଶିକ୍ଷକ ମରୁଡି ଦେଖା ଦେଇଛି । ୭ ଶହ ଜଣ ପିଲାଙ୍କୁ ୭ ଜଣ ଶିକ୍ଷକ ଏଠାରେ ନିୟୋଜିତ ଅଛନ୍ତି । ତେବେ ଏଠାରେ […]
Read More...
ଓଡ଼ିଶା 

ଭଦ୍ରକ ଜିଲ୍ଲାରେ ବାତ୍ୟା ‘ଆମ୍ପନ’ପର ବିଭୀଷିକା; କାଲି ସୁଦ୍ଧା ଜିଲ୍ଳାରେ ବିଜୁଳି ସରବରାହ ସ୍ୱାଭାବିକ ହେବ

ଭଦ୍ରକ ଜିଲ୍ଲାରେ ବାତ୍ୟା ‘ଆମ୍ପନ’ପର ବିଭୀଷିକା; କାଲି ସୁଦ୍ଧା ଜିଲ୍ଳାରେ ବିଜୁଳି ସରବରାହ ସ୍ୱାଭାବିକ ହେବ Reported by Umakalyan Mohapatra ଭଦ୍ରକ,୨୧ ।୦୫(ଜିପ୍ର):ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ୨ଟି ବ୍ଳକକୁ ବାତ୍ୟା ‘ଆମ୍ପନ’ ଅଧିକ ପ୍ରଭାବିତ କରିଛି । ସମୁଦ୍ର ଉପକୂଳ ଧାମରାରେ ବାତ୍ୟାର ପ୍ରକୋପ ଅଧିକ ଥିବାରୁ କ୍ଷୟକ୍ଷତି ପରିମାଣ ଅଧିକ ରହିଥିବା ବେଳେ ବାତ୍ୟା ଯୋଗୁଁ ସର୍ବାଧିକ କ୍ଷତି ବିଦ୍ୟୁତ ବିଭାଗର ବୋଲି ପ୍ରାଥମିକ ଆକଳନରୁ ଜଣାଯାଇଛି । ଆଜି ‘ଅମ୍ଫାନ’ ବାତ୍ୟାର ସର୍ବାଧିକ କ୍ଷତିଗ୍ରସ୍ତ ଧାମରା ଅଞ୍ଚଳକୁ ଆଜି ଜିଲ୍ଲାପାଳ ଡ. ଜ୍ଞାନ ଦାସ ଅନୁଧ୍ୟାନ ପାଇଁ […]
Read More...
ଓଡ଼ିଶା 

ଭଦ୍ରକ ଜିଲ୍ଳା : ଦିନକରେ ସର୍ବାଧିକ ୨୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୭୪

ଭଦ୍ରକ ଜିଲ୍ଳା : ଦିନକରେ ସର୍ବାଧିକ ୨୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୭୪ Reported by Uma Kalyan Mohapatra ଭଦ୍ରକ,୧୭ ।୦୫(ଜିପ୍ର):ଭଦ୍ରକ ଜିଲ୍ଲାକୁ ପ୍ରବାସୀ ଓଡିଆ ଫେରିବା ପରେ ବିଶ୍ୱ ମହାମାରୀ ‘କରୋନା’ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି । ଆଜି ଦିନକରେ ଭଦ୍ରକ ଜିଲ୍ଳାରେ ସର୍ବାଧିକ ସଂଖ୍ୟକ ୨୮ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛି । ଫଳରେ ରେଡଜୋନରେ ଥିବା ଭଦ୍ରକ ଜିଲ୍ଳା ଏବେ ହଟସ୍ପଟ ଆଡକୁ ମୁହାଁଇଛି । ପୂର୍ବରୁ ଜିଲ୍ଲାରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୯ରେ ଥିବା ବେଳେ ଆଜି ଗୋଟିଏ ଦିନରେ ୨୮ଜଣଙ୍କ କରୋନା ପଜେଟିଭ୍ […]
Read More...

Advertisement