Bhadrak Ratha Yatra
ଓଡ଼ିଶା 

ଭଦ୍ରକରେ ଗଡିବନି ୧୬୨ଟି ରଥ, ଶ୍ରଦ୍ଧାଳୁ ମହଲରେ ନୈରାଶ୍ୟ

ଭଦ୍ରକରେ ଗଡିବନି ୧୬୨ଟି ରଥ, ଶ୍ରଦ୍ଧାଳୁ ମହଲରେ ନୈରାଶ୍ୟ ଭଦ୍ରକ,୧୯।୦୬(ଜିପ୍ର):ଚଳିତ ବର୍ଷ ଭଦ୍ରକ ଜିଲ୍ଳାରେ ରଥଯାତ୍ରା ହୋଇପାରିବ ନାହିଁ । ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ପରେ ଏହି କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି କଟକଣା ଜାରି କରିଛନ୍ତି । ଜିଲ୍ଲାପାଲଙ୍କ ଏହି କଟକଣାର ନିର୍ଦ୍ଦେଶନାମା(ନଂ-୮୦୩୯, ୧୮.୬.୨୦)ଅନୁଯାୟୀ, ଆସନ୍ତା ୨୩.୬.୨୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ଓ ୧.୭.୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାହୁଡାଯାତ୍ରା ଜିଲ୍ଳାର କୌଣସି ଅଞ୍ଚଳରେ ପାଳନ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଫଳରେ ଜିଲ୍ଲାର […]
Read More...

Advertisement