Bhadrak Crime News
ଓଡ଼ିଶା 

ଘରୋଇ କଳି : ମାଆକୁ ହତ୍ୟା କଲା ପୁଅ

ଘରୋଇ କଳି : ମାଆକୁ ହତ୍ୟା କଲା ପୁଅ ରିପୋର୍ଟ: ଉମାକଲ୍ୟାଣ ମହାପାତ୍ର ଭଦ୍ରକ,୩୧।୦୫(ଜିପ୍ର): ଘରୋଇ କଳିକୁ କେନ୍ଦ୍ର କରି ଜଣେ ପୁଅ ନିଜ ମାଆକୁ ହତ୍ୟା କରିବା ଭଳି ଅତି ଜଘନ୍ୟକାଣ୍ଡ ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନାଞ୍ଚଳରେ । ଏହି ଅଭାବନୀୟ ଘଟଣାଟି ଏହିପରି : ଧୂଷୁରୀ ଥାନା କାଶିମପୁର ଗାଁର ନିରଞ୍ଜନ ଜେନା ବେଙ୍ଗାଲୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କିଛି ଦିନ ପୂର୍ବରୁ ସେ ଘରକୁ ଫେରିଥିଲେ । ତେବେ ଗତ ପଣାସଂକ୍ରାନ୍ତି ବେଳେ କୌଣସି କାରଣରୁ ନିରଞ୍ଜନ […]
Read More...

Advertisement