Betnati Tehsildar
ଓଡ଼ିଶା 

ବାଲି ମାଫିଆଙ୍କ ସହ ଡିଲ୍; ନିଲମ୍ବିତ ହେଲେ ବେତନଟୀ ତହସିଲଦାର

ବାଲି ମାଫିଆଙ୍କ ସହ ଡିଲ୍; ନିଲମ୍ବିତ ହେଲେ ବେତନଟୀ ତହସିଲଦାର ଭୁବନେଶ୍ୱର : ଜୁଲାଇ ୨୬ : ମହଙ୍ଗା ପଡିଲା ବାଲି ମାଫିଆଙ୍କ ସହ ଡିଲ୍‌ । ନିଲମ୍ବିତ ହେଲେ ବେତନଟିର ପୂର୍ବତନ ତହସିଲଦାର ଅନିଶା ଦାସ । ତାଙ୍କୁ କଳାହାଣ୍ଡିକୁ ବଦଳି ପରେ ରବିବାର ଚାକିରିରୁ ନିଲମ୍ବନ କରାଯାଇଛି । ମୋରମ ବୋଝେଇ ଟ୍ରକକୁ ବିନା ଫାଇନରେ ଥାନାରୁ ଛାଡି ଦେବା ପାଇଁ ବାଲିମାଫିଆଙ୍କ ସହିତ ଡିଲ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ଆଉ ତହସିଲଦାରଙ୍କ ଉପସ୍ଥିତିରେ ଦଲାଲଙ୍କ ସହ ଏହି ଡିଲ ହୋଇଥିବା ନେଇ […]
Read More...

Advertisement