Berhampur Medical College
ଓଡ଼ିଶା 

ଏମକେସିଜି ମେଡିକାଲରେ ଅଭାବନୀୟ ଘଟଣା; ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇଲେ ପ୍ରସୂତୀଙ୍କ ସ୍ୱାମୀ

ଏମକେସିଜି ମେଡିକାଲରେ ଅଭାବନୀୟ ଘଟଣା; ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇଲେ ପ୍ରସୂତୀଙ୍କ ସ୍ୱାମୀ Edited by Papu Mohanty ଭୁବନେଶ୍ୱର : 10/05: ଚିକିତ୍ସା ଅବହେଳାକୁ ନେଇ ବ୍ରହ୍ମପୁର ବଡ ମେଡିକାଲରେ ଏକ ଅଭାବନୀୟ ଘଟଣା ଘଟିଛି । ରବିବାର ବ୍ରହ୍ମପୁର ଏମକେସିଜି ମେଡିକାଲରେ ଜଣେ ପ୍ରସୂତୀଙ୍କ ସ୍ୱାମୀ ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି । ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନରେ ଏତଲା ଦିଆଯାଇଛି । ସୂଚନା ଅନଚସାରେ, ଗଞ୍ଜାମ ଜିଲ୍ଲା ତାରାତାରିଣୀ ଅଞ୍ଚଳରୁ ଜଣେ ପ୍ରସୂତୀଙ୍କୁ ଧରି ତାଙ୍କ ସ୍ୱାମୀ ଏମ୍‌କେସିଜି ମେଡିକାଲକୁ ଆସିଥିଲେ । ପ୍ରସୂତୀଙ୍କୁ […]
Read More...

Advertisement