Berhampur Jail
ଓଡ଼ିଶା 

ବ୍ରହ୍ମପୁର ମଣ୍ଡଳ କ।ର।ଗ।ର ର ୨ ଅନ୍ତେବ।ସୀ କରୋନା ରେ ସଂକ୍ରମିତ

ବ୍ରହ୍ମପୁର ମଣ୍ଡଳ କ।ର।ଗ।ର ର ୨ ଅନ୍ତେବ।ସୀ କରୋନା ରେ ସଂକ୍ରମିତ ବ୍ରହ୍ମପୁର: ଜୁନ ୬: ବ୍ରହ୍ମପୁର ମଣ୍ଡଳ କ।ର।ଗ।ର ରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହେଇଛନ୍ତି I ଏହି ଦୁଇ ଅନ୍ତେବ।ସୀ ଙ୍କୁ COVID Hospital କୁ ସ୍ଥ।ନ।ନ୍ତରିତ କର।ଯ।ଇଛି । ବ୍ରହ୍ମପୁର ଏସପି ପିନ।କୀ ମିଶ୍ର ଙ୍କ କହିବ।ନୁଯ।ୟୀ, ଗତ ୩ ତ।ରିଖ ଜରଡ଼। ଥ।ନ।ରେ ଏକ ମ।ମଲ। ରୁଜୁ ହୋଇଥିଲ। । କ୍ରମ।ଗତ ଭ।ବେ ସେଦିନ ଓ ୪ ତ।ରିଖ ଦିନ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଜରଡ଼। ଥ।ନ। ପୋଲିସ ଗିରଫ […]
Read More...

Advertisement