Bengali film industry
ଅପରାଧ 

ପକେଟମାର୍‌ କରି ଧରାପଡିଲେ ବଙ୍ଗୀୟ ଅଭିନେତ୍ରୀ

ପକେଟମାର୍‌ କରି ଧରାପଡିଲେ ବଙ୍ଗୀୟ ଅଭିନେତ୍ରୀ ପଶ୍ଚିମବଙ୍ଗ: ମାର୍ଚ୍ଚ ୧୪: ପୁସ୍ତକ ମେଳାରେ ପକେଟ୍ମାର୍ କରୁଥିବା ସମୟରେ ଧରାପଡିଲେ ବଙ୍ଗୀୟ ଅଭିନେତ୍ରୀ। କୋଲକାତା ପୋଲିସ୍ ଏହି ତାଙ୍କୁ ଧରିବା ପରେ ତାଙ୍କ ନିକଟରୁ ନଗଦ ୭୫ ହଜାର ଟଙ୍କା ଓ ଅନେକ ଗୁଡ଼ିଏ ପର୍ସ ମିଳିଛି। ଅନ୍ତର୍ଜାତୀୟ କୋଲକାତା ପୁସ୍ତକମେଳାରେ ପକେଟ୍ମାର୍ କରୁଥିବା ଅଭିଯୋଗରେ ପଶ୍ଚିମବଙ୍ଗ ଅଭିନେତ୍ରୀ ରୁପା ଦତ୍ତାଙ୍କୁ ପୋଲିସ ଗିରଫ କରିଛି। ତେବେ ରୂପା ଡଷ୍ଟବିନ୍ରେ ଏକ ପର୍ସ ଫୋପାଡ଼ୁଥିବା ବେଳେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଦେଖି ଦେଇଥିଲେ ଏବଂ […]
Read More...

Advertisement