benefits of eating food with hand
ସ୍ୱାସ୍ଥ 

ହାତରେ ଖାଦ୍ୟ ଖାଇବାର ଉପକାରିତା

ହାତରେ ଖାଦ୍ୟ ଖାଇବାର ଉପକାରିତା ଭୁବନେଶ୍ୱର: ସେପ୍‌ଟେମ୍ବର ୨: ଆଜିକାଲି ଅଧିକାଂଶ ଲୋକ ଚାମଚରେ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି ହାତରେ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ଥିବା ପଞ୍ଚତତ୍ତ୍ୱର ସନ୍ତୁଳନ ହୋଇଥାଏ । ଭାରତୀୟ ବେଦ ଅନୁସାରେ, ପାଞ୍ଚଟି ଆଙ୍ଗୁଠି ହେଉଛି, ପଞ୍ଚ ଉପାଦନର ତତ୍ତ୍ୱ । ବୁଢ଼ା ଆଙ୍ଗୁଠି ଶୂନ୍ୟ, ତର୍ଜନୀ ଆଙ୍ଗୁଠି ବାୟୁ, ମଧ୍ୟମା ଆଙ୍ଗୁଠି ଅଗ୍ନି, ଅନାମିକା ଆଙ୍ଗୁଠି ପୃଥିବୀ ଏବଂ ସର୍ବ କନିଷ୍ଠ ଆଙ୍ଗୁଠି ଜଳର ତତ୍ତ୍ୱକୁ ଦର୍ଶାଏ […]
Read More...

Advertisement