Belgium
ବିଶ୍ବ 

ଇଉରୋପ ରେ ବନ୍ୟା ପରିସ୍ଥିତି ଭୟଙ୍କର; ଶହେ ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ

ଇଉରୋପ ରେ ବନ୍ୟା ପରିସ୍ଥିତି ଭୟଙ୍କର; ଶହେ ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଭୁବନେଶ୍ୱର: ଜୁଲାଇ ୧୭: ପଶ୍ଚିମ ଜର୍ମାନୀ ଏବଂ ବେଲଜିୟମର ବିଭିନ୍ନ ଅଞ୍ଚଳରେ ଭୟଙ୍କର ବନ୍ୟାରେ ଅତି କମରେ ୧୫୦ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି I ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶହ ଶହ ଲୋକ ଏବେ ବି ନିଖୋଜ ଅଛନ୍ତି I ଜର୍ମାନର ଅଧିକାରୀ ଙ୍କ କଥା ଅନୁସାରେ ସେଠାରେ ପ୍ରାୟ ୯୩ ଜଣଙ୍କର ମୃତ୍ୟୁ ହେଇଛି I ଏହି ୯୩ ଜଣଙ୍କ ମଧ୍ୟରେ ୧୨ ଜଣ ଭିନ୍ନ କ୍ଷମ […]
Read More...

Advertisement