Bear attack on woman
ଜିଲ୍ଲା 

ମହୁଲ ଗୋଟାଇବା ବେଳେ ମହିଳାଙ୍କୁ ଭାଲୁ ଆକ୍ରମଣ

ମହୁଲ ଗୋଟାଇବା ବେଳେ ମହିଳାଙ୍କୁ ଭାଲୁ ଆକ୍ରମଣ ନୂଆପଡ଼ା : ସଦର ଥାନା ଗୋଡଫୁଲା ପଞ୍ଚାୟତ ଜୁନାନୀ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ହେଲେ ସୂର୍ଯୋମତି ନିଆଲ(୬୦) । ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସୂଚନାନୁଯାୟୀ, ସକାଳୁ ଜୁନାନୀ ଗ୍ରାମର ପଦ୍ମନ ନିଆଲ(୬୫) ଓ ସ୍ତ୍ରୀ ସୂର୍ଯୋମତି ନିଜ ଚାଷ ଜମିକୁ ମହୁଲ ସଂଗ୍ରହ ପାଇଁ ଯାଉଥିଲେ । ସ୍ୱାମୀ ପଦ୍ମନ ଆଗରେ ଚାଲୁଥିବା ବେଳେ ସ୍ତ୍ରୀ ସୂର୍ଯୋମତି ପଛରେ ଚାଲୁଥିଲେ […]
Read More...

Advertisement