BDA
ଓଡ଼ିଶା 

ବିଡିଏରେ କରୋନା !; ପ୍ଲାନିଂ ବିଭାଗ ସିଲ

ବିଡିଏରେ କରୋନା !; ପ୍ଲାନିଂ ବିଭାଗ ସିଲ ଭୁବନେଶ୍ୱର : ଜୁନ ୨୬:ବିଡିଏରେ କରୋନାକୁ ନେଇ ଛାନିଆ । ଏହି ଖବର ପ୍ରଚାରିତ ହେବା ପରେ କର୍ମଚାରୀମାନେ ପ୍ରାଣ ବିକଳରେ ଛତ୍ରଭଙ୍ଗ ଦେଇଥିଲେ । ବିଡିଏ ଅଫିସ ୫.୩୦ ପରିବର୍ତ୍ତେ ୪.୪୦ରେ ଛୁଟି ହୋଇଯାଇଥିଲା । ତୁରନ୍ତ ସବୁ ସେକ୍ସନକୁ ସାନିଟାଇଜ୍‌ କରାଯାଇଥିଲା । ୟନିଟ-୩ ସ୍ଥିତ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଜଣେ ସୁରକ୍ଷା କର୍ମଚାରୀଙ୍କୁ କରୋନା ହୋଇଥିବା ଜଣାପଡ଼ିବା ତାଙ୍କୁ କୋଭିଡ ହସ୍ପିଟାଲ ପଠାଯାଇଛି । କିଛିଦିନ ହେବ ଉକ୍ତ କର୍ମଚାରୀ ଜଣଙ୍କ ପ୍ଲାନିଂ […]
Read More...

Advertisement