basumati charas
ଅପରାଧ 

ବିଏସଏଫ୍‌ ଜବତ କଲା ୧୦ ପ୍ୟାକେଟ୍‌ ଚରସ

ବିଏସଏଫ୍‌ ଜବତ କଲା ୧୦ ପ୍ୟାକେଟ୍‌ ଚରସ ନୂଆଦିଲ୍ଲୀ: ଜୁନ ୧୩: ଗୁଜରାଟରେ ସୀମା ସୁରକ୍ଷା ବଳ (ବିଏସଏଫ୍‌) ୧୦ ପ୍ୟାକେଟ୍‌ ଚରସ ଜବତ କରିଛି । ବାସୁମତି ଚାଉଳ ପ୍ୟାକେଟରେ ଏହା ଯାଉଥିଲା । ଗୁଜରାଟର କଚ୍ଛ ଜିଲ୍ଲା ନିକଟବର୍ତ୍ତୀ ଜାଖାଉ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହାକୁ ଠାବ କରାଯାଇଛି । କୋବ୍ରା ବ୍ରାଣ୍ଡ୍‌ କୋହିନୂର ବାସୁମତି ଚାଉଳ ପ୍ୟାକେଟ୍‌ ମଧ୍ୟରେ ଏହାକୁ ଲଚାଯାଇ ଚାଲାଣ କରାଯାଉଥିଲା । ପାକିସ୍ତାନରୁ ଏହା ଆସିଥିବା ଅନୁମାନ କରାଯାଉଛି । ବିଏସଏଫ୍‌ ଏହାକୁ ଜବତ କରିଥିବା ଜଣାପଡ଼ିଛି […]
Read More...

Advertisement