Bargarh headline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ହାତ ଛାଡ଼ି ପଦ୍ମ ଧରିଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ
Published On
By Samaya Live
ବରଗଡ଼: ଆଜି ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ବିଜେପିରେ ଯୋଗ ଦେଲେ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, କେନ୍ଦ୍ର ମନ୍ତ୍ରୀ ବିଶେ୍ୱଶ୍ୱର ଟୁଡୁ, ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ପୂର୍ବତନ ସାଂସଦ ସଞ୍ଜୟ ଭୋଇ […]
ପଦ୍ମପୁର ଉପନିର୍ବାଚନ: ଆଜି ପ୍ରାର୍ଥୀଙ୍କର ନାମାଙ୍କନ ଯାଞ୍ଚ
Published On
By Samaya Live
ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ଠିଆ ହୋଇଥିବା ୧୩ ଜଣ ପ୍ରାର୍ଥୀଙ୍କର ଆଜି ନାମାଙ୍କନ ଯାଞ୍ଚ ହେବ । କେତେ ଜଣଙ୍କ ପ୍ରାର୍ଥିପତ୍ର ବୌଧ ଓ କେତେ ଜଣଙ୍କର ନାମ ହଟାଯିବ , ସେ ନେଇ ଆଜି ଯାଞ୍ଚ କରାଯିବ । ଯାଞ୍ଚ ପରେ ମଇଦାନରେ କେତେଜଣ ପ୍ରାର୍ଥୀ ରହିଲେ, ତାହା ସ୍ପଷ୍ଟ ହୋଇଯିବ । ସୂଚନା ଥାଉଯେ, ଗତକାଲି ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥପାଙ୍କଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାପରେ ବିଜେଡି […]
ବରଗଡ଼-ଝାରସୁଗୁଡ଼ା ସେତୁ ସମେତ ୩ ପ୍ରକଳ୍ପ ପାଇଁ ୩୬୮ କୋଟି
Published On
By Samaya Live
ଝାରସୁଗୁଡ଼ା/ବରଗଡ଼ : ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ସିଧାସଳଖ ସଡ଼କପଥରେ ଯୋଡ଼ିବା ପାଇଁ ହୀରାକୁଦ ଜଳଭଣ୍ଡାର ଉପରେ ସେତୁ ନିର୍ମାଣ ହେବ । ଏହା ସହିତ ବରଗଡ଼ ଜିଲ୍ଲାର ଆଉ ଦୁଇଟି ରାସ୍ତା ପ୍ରକଳ୍ପ ପାଇଁ କେନ୍ଦ୍ର ସଡକ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୩୬୮.୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେତୁଟି ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକର ଭିକମପାଲି ଗ୍ରାମପଞ୍ଚାୟତ ପୂଜାରୀପାଲି ଡଙ୍ଗାଘାଟରୁ ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକର ଜରିମୂଳ ଘାଟ ପର୍ଯ୍ୟନ୍ତ […]
ୟୁକ୍ରେନରୁ ସୁରକ୍ଷିତ ଫେରିଲେ ବରଗଡର ଛାତ୍ର ଛାତ୍ରୀ
Published On
By Samaya Live
ବରଗଡ : ୟୁକ୍ରେନର ଖାର୍କିବ ସହରରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଫସି ରହିଥିବା ବରଗଡ ଜିଲ୍ଲାର ଦୁଇ ମେଡିକାଲ ଛାତ୍ର ଛାତ୍ରୀ ନିଜ ଜନ୍ମମାଟିକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି । ଇଣ୍ଡିଗୋ ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ଉଭୟ ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କେମ୍ପ ନିବାସୀ ଦୋରା ମାଣ୍ଡା ସୁବ୍ରମନ୍ୟମ୍ ଓ ମାଣ୍ଡା ର୍ନିମଳା ଦେବୀଙ୍କ ବଡ ଝିଅ ମାଣ୍ଡା ଜ୍ୟୋତିଶ୍ୱରି ଓ ବରଗଡ ମିନି ଷ୍ଟାଡିୟମ୍ ପଛ ପେଟ ରହୁଥିବା ଦିଲିପ […]

