Baradunguri village
ଓଡ଼ିଶା  ସାହିତ୍ୟ 

ବିଶିଷ୍ଟ ଲେଖକ ତଥା ସାହିତି୍ୟକ ଡଃ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ପରଲୋକ

ବିଶିଷ୍ଟ ଲେଖକ ତଥା ସାହିତି୍ୟକ ଡଃ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ପରଲୋକ ସମ୍ବଲପୁର: ଜାନଆରୀ ୧୧: ବିଶିଷ୍ଟ ଲେଖକ ତଥା ସାହିତି୍ୟକ ଡଃ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ଆଜି ସକାଳେ ପରଲୋକ ଘଟିଛି । କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ । ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍‌ ବାରଡୁଙ୍ଗୁରୀଠାରେ ଥିବା ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ଜଣେ ଆଦର୍ଶ ଶିକ୍ଷକ , ସାହିତି୍ୟକ ଭାବରେ ସେ ସାରା ଓଡ଼ିଶାରେ ପରିଚିତ । ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଗଭୀର […]
Read More...

Advertisement