barabati t 20 match
ଓଡ଼ିଶା 

ଷ୍ଟାଡିଅମକୁ ନିଆଯିବନି କୌଣସି ଜିନିଷ, ଖାଲି ଫୋନ ଓ ଚଷମାକୁ ଅନୁମତି

ଷ୍ଟାଡିଅମକୁ ନିଆଯିବନି କୌଣସି ଜିନିଷ, ଖାଲି ଫୋନ ଓ ଚଷମାକୁ ଅନୁମତି କଟକ: ଜୁନ ୧୧: କଟକର ବାରବାଟୀ ଟି-୨୦ ପାଇଁ ଡିସିପି ପିନାକ ମିଶ୍ର କଟକ ସହରବାସୀଙ୍କ ସହଯୋଗ ଲୋଡ଼ିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଲାଗି ୬୨ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଅପରାହ@ ୩ଟାରେ ବାରବାଟୀ ଷ୍ଟାଡିୟମର ଗେଟ ଖୋଲିବ । ପ୍ରବେଶ ଟିକେଟ ଓ ଗେଟ ନମ୍ବର ସ୍ପଷ୍ଟ ଭାବେ ଟିକେଟରେ ରହିଛି । ଷ୍ଟାଡିୟମ ଭିତରକୁ ପାଣି ବୋତଲ, ଲାଠି, ଦିଆସିଲି, ଲାଇଟର, ବ୍ୟାଗ […]
Read More...
ଓଡ଼ିଶା  ଅପରାଧ 

ଓଏଲଏକ୍ସରେ ଟି୨୦ ଟିକେଟ୍‌ ଦାମ ୧୦ ହଜାର ଟଙ୍କା

ଓଏଲଏକ୍ସରେ ଟି୨୦ ଟିକେଟ୍‌ ଦାମ ୧୦ ହଜାର ଟଙ୍କା କଟକ: ଜୁନ ୧୧: ଓଏଲଏକ୍ସରେ ବିକ୍ରି ହେଉଛି ବାରବାଟୀ ଟିକେଟ । ଆସନ୍ତାକାଲି ବାଟବାଟୀରେ ହେବାକୁ ଥିବା ଦ୍ୱିତୀୟ ଟି-ଟେ୍ୱଣ୍ଟି ଟMର ପାଇଁ କ୍ରିକେଟ୍‌ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ବଢିଥିବା ବେଳେ, ଏହାର ସୁଯୋଗ ନେଇ କିଛି ଦଲାଲ ଟିକେଟ୍‌ ବ୍ଲାକ୍‌ କରୁଥିବା ଦେଖିବାକୁ ମିଳିଛି ।ଓଏଲଏକ୍ସରେ ଟିକେଟ ଗୋଟାକୁ ୧୦ ହଜାର ୧ ଟଙ୍କା ରଖାଯାଇଛି । ଭୁବନେଶ୍ୱର ଓ କଟକରୁ ଟିକେଟ ବିକ୍ରି ପାଇଁ ଅପଲୋଡ ହୋଇଛି । ଏହାଛଡା ସୋସିଆଲ ମିଡିଆ ସହାୟତାରେ […]
Read More...

Advertisement