BAR ASSOSIATION VOTING
ଜିଲ୍ଲା  ଓଡ଼ିଶା 

ହାଇକୋର୍ଟର ବେଞ୍ଚ ଗଠନକୁ ନେଇ ବିରୋଧ

ହାଇକୋର୍ଟର ବେଞ୍ଚ ଗଠନକୁ ନେଇ ବିରୋଧ କଟକ: ମଇ ୧୯: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଗଠନକୁ ବିରୋଧ । ହାଇକୋର୍ଟ ବାର ଆସୋସିଏସନ୍‌ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି । ପ୍ରସଙ୍ଗରେ ମୁଖ୍ୟ ବିଚାରପତି ହାଇକୋର୍ଟ ବେଞ୍ଚ ଗଠନକୁ ନିଜର ସ୍ୱୀକୃତି ନଦେବାକୁ ଏକ ସ୍ମାରକପତ୍ର କମିଟି ଦ୍ୱାରା ପ୍ରସ୍ତୁତ ହେବ । ଏନେଇ ଗତକାଲି ହାଇକୋର୍ଟ ବାର୍‌ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟର ନୂଆ ବେଞ୍ଚ ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର […]
Read More...
ରାଜନୀତି 

ବାର ଆସୋସିଏସନରେ ଭୋଟ ଗ୍ରହଣ

ବାର ଆସୋସିଏସନରେ ଭୋଟ ଗ୍ରହଣ ଭୁବନେଶ୍ୱର: ମାର୍ଚ୍ଚ ୨୬: ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ହେବ । ୱାନ ବାର୍ ୱାନ ଭୋଟ ପଦ୍ଧତିରେ ରାଜ୍ୟର ୧୫୧ଟି ବାର ଆସୋସିଏସନ ରେ ଭୋଟ ଗ୍ରହଣ କରାଯିବ । ଏଥିରେ ପ୍ରାୟ ୩୩ ହଜାର ୪୦ ଜଣ ଆଇନଜୀବୀ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ଷ୍ଟେଟ ବାର କାଉନସିଲ ପକ୍ଷରୁ ଭୋଟର ଲିଷ୍ଟ ପ୍ରସ୍ତୁତ କରାଯାଇଛି । ସକାଳ ୮ଟା ରୁ ଭୋଟ ଆରମ୍ଭ ହୋଇ […]
Read More...

Advertisement