banakalagi neeti of lord jagannath
ଓଡ଼ିଶା 

ଶ୍ରୀମନ୍ଦିର ଆଜି ଚାରିଘଣ୍ଟା ଭକ୍ତଙ୍କ ପାଇଁ ବନ୍ଦ

ଶ୍ରୀମନ୍ଦିର ଆଜି ଚାରିଘଣ୍ଟା ଭକ୍ତଙ୍କ ପାଇଁ ବନ୍ଦ ଭୁବନେଶ୍ୱର: ଅଗଷ୍ଟ ୨୫ : ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି ହୋଇଥିବାରୁ ଆଜି ତିନି ଦିଅଁଙ୍କର ‘ବନକଲାଗି’ ରୀତିନୀତି ହେବାକୁ ଯାଉଛି । ଏହା ଏକ ଗୁପ୍ତ ନୀତି । ଏହି ନୀତି ସମୟରେ କୌଣସି ଭକ୍ତ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ । ତେଣୁ ଭକ୍ତଙ୍କ ଲାଗି ୪ ଘଣ୍ଟା ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀଠାକୁରଙ୍କ ଏହି ନୀତି ଅପରାହ୍ନ ପ୍ରାୟ ୪ରୁ ଆରମ୍ଭ ହୋଇ ରାତ୍ରି ପ୍ରାୟ ୮ […]
Read More...

Advertisement