baliyatra in cuttack gets one day extension
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଦିନଟେ ବଢ଼ିଲା ବାଲିଯାତ୍ରା
Published On
By Samaya Live
କଟକ: କଟକ ମହାନଦୀ ପଠାରେ ଐତିହାସିକ ବାଲିଯାତ୍ରା ଆସନ୍ତାକାଲି ଶେଷ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ କରାଯାଇଛି ଏକ ବଡ଼ ଘୋଷଣା କରାଯାଇଛି । ଲୋକଙ୍କ ମନୋରଞ୍ଜନକୁ ଦୃଷ୍ଟୀରେ ରଖାଯାଇ ଐତିହାସିକ କଟକ ବାଲିଯାତ୍ରା ଗୋଟିଏ ଦିନକୁ ବଢ଼ାଯାଇଛି । ଅର୍ଥାତ୍ ବାଲିଯାତ୍ରା ବୁଧବାର ଶେଷ ହେବାର ଥିଲା, ମାତ୍ର ତାହାକୁ ବୃଦ୍ଧି କରାଯାଇ ଗୁରୁବାର ଦିନ ଶେଷ ହେବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

