Balaram's death before Bargarh Dhanujatra
ଓଡ଼ିଶା 

ବରଗଡ଼ ଧନୁଯାତ୍ରା ପୂର୍ବରୁ ବଳରାମଙ୍କ ମୃତ୍ୟୁ

ବରଗଡ଼ ଧନୁଯାତ୍ରା ପୂର୍ବରୁ ବଳରାମଙ୍କ ମୃତ୍ୟୁ ବରଗଡ଼ : ବରଗଡ଼ ଧନୁଯାତ୍ରା ପୂର୍ବରୁ ଆସିଛି ଏକ ଦୁଖଦଃ ସମାଚାର I ଅକାଳରେ ଝରି ପଡିଛନ୍ତି ବଳରାମ ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାର ଶ୍ରେୟସ ପୂଜାରୀ I ଘରେ ଖେଳୁଥିବା ବେଳେ ତଳେ ପଡ଼ିଯାଇ ମୂର୍ଚ୍ଛା ହୋଇ ଯାଇଥିଲେ ଶ୍ରେୟସ। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୧୨ ବର୍ଷ ବୟସ ହୋଇଥିଲା I ତାଙ୍କ […]
Read More...

Advertisement