balangir
ଜିଲ୍ଲା 

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଆଜି

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଆଜି ବଲାଙ୍ଗିର: ସେପ୍‌ଟମ୍ବର ୨୧: ବଲାଙ୍ଗିର ଅସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍‌୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବା ସହିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ।ଏଥିସହ ହରିଶଙ୍କର, ନୃସିଂହନାଥ ରୂପାନ୍ତର ପ୍ରକଳ୍ପର ଶିଳାନ୍ୟାସ କରିବେ । ଜିଲ୍ଲାର ବିକାଶ ପାଇଁ ପ୍ରାୟ ୬ଶହକୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ତୃଣମୂଳସ୍ତରରେ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାର ୧୪ଟି ବ୍ଲକ ପାଇଁ ୧୧ଜଣ ମନ୍ତ୍ରୀ ଓ ୧୬ଜଣ […]
Read More...

Advertisement