Balangir tourism
ଜିଲ୍ଲା 

ହରିଶଙ୍କରଠାରେ ମିଶନଶକ୍ତି ପାନ୍ଥନିବାସ ଓ କାଫେ ଉଦଘାଟିତ

ହରିଶଙ୍କରଠାରେ ମିଶନଶକ୍ତି ପାନ୍ଥନିବାସ ଓ କାଫେ ଉଦଘାଟିତ ଖପ୍ରାଖୋଲ: ବଲାଙ୍ଗିର ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ ମିଶନଶକ୍ତି ପାନ୍ଥ ନିବାସ ଓ କାଫେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ ମେହେର , ସମ୍ମାନିତ ଅତିଥି ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ,ଉପାଧ୍ୟକ୍ଷା ମିଥିଲା ମାଝୀ , ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା , ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ମହାଜନ ,ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ […]
Read More...

Advertisement