Balangir Headline
ଜିଲ୍ଲା 

ଦାଦନ ଦିବ୍ୟାଙ୍ଗ ଶିଶୁ ପାୟଲଙ୍କ କମାଲ: ପାଟିରେ ଆଙ୍କିଲେ ୫-ଟି ସ୍କୁଲ ଚିତ୍ର

ଦାଦନ ଦିବ୍ୟାଙ୍ଗ ଶିଶୁ ପାୟଲଙ୍କ କମାଲ: ପାଟିରେ ଆଙ୍କିଲେ ୫-ଟି ସ୍କୁଲ ଚିତ୍ର ବଲାଙ୍ଗିର : ବଲାଙ୍ଗିର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମର ଚିତ୍ରାଙ୍କନ ପ୍ରତିଯୋଗିତାରେ କମାଲ ଦେଖାଇଛି ନବମ ଶ୍ରେଣୀର ଛାତ୍ରୀ ଦାଦନ ଦିବ୍ୟାଙ୍ଗ ଶିଶୁ ପାୟଲ ନାଗ । ହାତ କି ଗୋଡ଼ ନଥିବାରୁ ନିଜ ପାଟିରେ ପେନସିଲ ଧରି ଆଙ୍କିଛନ୍ତି ୫-ଟି ସ୍କୁଲର ଏକ ସୁନ୍ଦର ଚିତ୍ର । ଦାନ୍ତରେ ରଙ୍ଗିନ ପେନସିଲକୁ ଧରି ଏହି ଚିତ୍ର ଆଙ୍କିଛନ୍ତି । ସାଧାରଣ ଛାତ୍ରଛାତ୍ରୀଙ୍କ ସହ ବ୍ଳକ୍‌ ପ୍ରତିଯୋଗିତାରେ ଭାଗନେଇ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲାପାଳ […]
Read More...
ଜିଲ୍ଲା 

ଲାଞ୍ଚ ନେଇ ଧରାପଡ଼ିଲେ ଗୁଡ଼ଭେଲା ବିଡ଼ିଓ

ଲାଞ୍ଚ ନେଇ ଧରାପଡ଼ିଲେ ଗୁଡ଼ଭେଲା ବିଡ଼ିଓ ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଳକ ବିଡ଼ିଓ ବିନୋଦ କୁମାର ନାଏକ ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି । ତଥ୍ୟ ନେବାରେ ଜଣାପଡ଼ିଛି ଯେ, ବିଡ଼ିଓ ଶ୍ରୀ ନାଏକ ଜନୈକ ଠିକାଦାର ଠାରୁ ପିସି ବାବଦରେ ୩୦ ହଜାର ପାଇବାର ଥିଲା । ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଠିକାଦାର ବ୍ଳକର ଆଉ ଏକ କାମ ୩୦ ଲକ୍ଷ ଟଙ୍କାର ହାତେଇଥିଲେ । ଫଳରେ ଏହାର ୫ […]
Read More...

Advertisement