Bajra Kapta in Odisha
ଓଡ଼ିଶା 

ସଙ୍ଗରୋଧ କେନ୍ଦ୍ରରୁ ଉଦ୍ଧାର ବଜ୍ରକାପ୍ତାର ହେବ କରୋନା ଟେଷ୍ଟ

ସଙ୍ଗରୋଧ କେନ୍ଦ୍ରରୁ ଉଦ୍ଧାର ବଜ୍ରକାପ୍ତାର ହେବ କରୋନା ଟେଷ୍ଟ ଭୁବନେଶ୍ୱର : ମେ ୨୬:ବଡମ୍ବା ନିକଟ ମହୁଲିଆ ଗାଁରୁ ଉଦ୍ଧାର କରଯାଇଥିବା ବଜ୍ରକାପ୍ତାର କରୋନା ଟେଷ୍ଟ କରାଯିବ । ତାର ସ୍ୱ୍ୱାବ ନମୁନା ନିଆଯାଇ ଲ୍ୟାବରୋଟୋରୀରେ ଟେଷ୍ଟ ପାଇଁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଆଠଗଡ ଡିଏଫ୍‌ଓ ସସ୍ମିତା ଲେଙ୍କା । ୪ କିଲୋ ଓଜନର ଏହି ବଜ୍ରକାପ୍ତାର ଅବସ୍ଥା ଏବେ ସୁସ୍ଥ ଅଛି ଓ ପରୀକ୍ଷଣ ପରେ ତାକୁ ଜଙ୍ଗଲ ଛଡାଯିବା କଥା ମାତ୍ର କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଉଦ୍ଧାର ହୋଇଥିବାରୁ ହେଲେ ଆବଶ୍ୟକ ପଡିଲେ ତାର […]
Read More...

Advertisement