bahubali
ମନୋରଞ୍ଜନ 

କେଜିଏଫ ୩ରେ ନଜର ଆସିବେ ହ୍ରିତିକ୍‌ ରୋଶନ !

କେଜିଏଫ ୩ରେ ନଜର ଆସିବେ ହ୍ରିତିକ୍‌ ରୋଶନ ! ନୂଆଦିଲ୍ଲୀ: ମଇ ୨୮: ସାଉଥ ସୁପରଷ୍ଟାର ୟଶଙ୍କ କେଜିଏଫ ୨ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି । କେଜିଏଫ ଚାପଫର ୨ରେ ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନ ମଧ୍ୟ ଅଭିନୟ କରିଛନ୍ତି । ଏବେ ପୁଣି ଏକ ବଲିଉଡ୍‌ ଷ୍ଟାରଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ହେବାରେ ଲାଗିଛି । କେଜିଏଫ ୩ରେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ନଜର ଆସିବେ । ହେଲେ ଏ ପର୍ଯ୍ୟନ୍ତ ଏହି ଖବରକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା […]
Read More...

Advertisement