Baghiapada Session Bankamundi Reserve Compartment-8 forest
ଜିଲ୍ଲା 

୨ ଦନ୍ତାହାତୀ ମୃତୁ୍ୟ ଘଟଣାରେ ବୌଦ୍ଧ ରେଞ୍ଜର ନିଲମ୍ବିତ

୨ ଦନ୍ତାହାତୀ ମୃତୁ୍ୟ ଘଟଣାରେ ବୌଦ୍ଧ ରେଞ୍ଜର ନିଲମ୍ବିତ ବୌଦ୍ଧ : ନିକଟରୁ ବୌଦ୍ଧ ରେଞ୍ଜ୍‌ ବଘିଆପଡ଼ାରଳ ସେକ୍ସନ ଅଞ୍ଚଳରେ ଦୁଇଟି ଦାନ୍ତବିହୀନ ଦନ୍ତାହାତୀଙ୍କ ମୃତ ଦେହ ଠାବ ହୋଇଥିଲା । ଏନେଇ ଖବର ଚାରିଆଡ଼େ ପ୍ରଚାର ହେବା ପରେ ବନ ବିଭାଗ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିପାଇଁ ବୌଦ୍ଧ ରେଞ୍ଜର ପ୍ରଦୀପ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରଦୀପ ବେହେରାଙ୍କୁ ନିଲମ୍ବନ କରିଛି । ସୂଚନା ଅନୁଯାୟୀ, ବୌଦ୍ଧ ରେଞ୍ଜ […]
Read More...

Advertisement