Badminton
ଓଡ଼ିଶା 

ପାରାଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ

ପାରାଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭୁବନେଶ୍ୱର: ଅଗଷ୍ଟ ୨୪: ଆଜିଠାରୁ ଟୋକିଓରେ ବିଶ୍ୱ ମହାକୁମ୍ଭ ପାରା ଅଲମ୍ପିକ୍ସ ଆରମ୍ଭ ହୋଇଛି । ସାରାବିଶ୍ୱରେ ୨୦୦ରୁ ଊର୍ଦ୍ଧ୍ୱ ଦେଶର ୪୦୦୦ ପାରା ଆଥ୍‌ଲେଟ୍‌ ଏଥିରେ ଅଂଶଗ୍ରହଣ କରିଛନ୍ତି । ତେବେ, ଭାରତରୁ ୫୪ ଜଣ ପାରା ଆଥ୍‌ଲେଟ୍‌ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଆମ ଓଡ଼ିଶାର ଜଣେ ଯୁବ ପ୍ରତିଭା ପ୍ରମୋଦ ଭାଗତ ରହିଛନ୍ତି । ସେ ଓଡ଼ିଶାର ନମ୍ବର ୱାନ୍‌ ପାରା-ସଟ୍‌ଲର ଭାବେ ପରିଚିତ । ସେ ବ୍ୟାଡମିଣ୍ଟନ ଖେଳନ୍ତି । […]
Read More...
ଖେଳ 

ବ୍ୟାଡମିଣ୍ଟନ୍‌ ଓ ବକ୍ସିଂରୁ ମିଳିଲା ନିରାଶ

ବ୍ୟାଡମିଣ୍ଟନ୍‌ ଓ ବକ୍ସିଂରୁ ମିଳିଲା ନିରାଶ ଭୁବନେଶ୍ୱର: ଜୁଲାଇ ୩୧: ଭାରତୀୟ ଖେଳପ୍ରେମୀଙ୍କୁ ନିରାଶ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳୀ ପି ଭି ସିନ୍ଧୁ । ଟୋକିଓ ଅଲମ୍ପିକ୍ସ ମହାସମରରେ ଆଜି ହୋଇଥିବା ବ୍ୟାଡମିଣ୍ଟନ୍‌ ସେମିଫାଇନାଲ୍‌ ମ୍ୟାଚ୍‌ରେ ସେ ଚୀନ୍‌ର ପାଇପେ ଖେଳାଳୀ ତାଇ ଜୁ ଇଙ୍ଗ୍‌ଙ୍କଠାରୁ ପରାସ୍ତ ହୋଇଯାଇ ଫାଇନାଲ୍‌ ରେସ୍‌ରୁ ବାହାରି ଯାଇଛନ୍ତି । ସିନ୍ଧୁ ଏବେ ବ୍ରୋଞ୍ଜ ପଦକ ପାଇଁ ଆଗକୁ ଖେଳିବେ । ସିନ୍ଧୁ ୨୧-୧୮, ୨୧-୧୨ ଗେମ୍‌ରେ ତାଇଙ୍କଠାରୁ ପରାସ୍ତ ହୋଇଛନ୍ତି । ସେ ରବିବାର ଚୀନ୍‌ର ଖେଳାଳୀ […]
Read More...
ଖେଳ 

ସାନିଆ ଓ ଅଙ୍କିତା ୟୁକ୍ରେନ ର ଯାଆଁଳା ଭଉଣୀ ଙ୍କ ଠାରୁ ପରାସ୍ତ; ପି ଭି ସିନ୍ଧୁ ଙ୍କ ବିଜୟ ଅଭିଯାନ ଆରମ୍ଭ

ସାନିଆ  ଓ ଅଙ୍କିତା ୟୁକ୍ରେନ ର ଯାଆଁଳା ଭଉଣୀ ଙ୍କ ଠାରୁ ପରାସ୍ତ; ପି ଭି ସିନ୍ଧୁ ଙ୍କ ବିଜୟ ଅଭିଯାନ ଆରମ୍ଭ ଟୋକିଓ: ଜୁଲାଇ ୨୫: ଭାରତୀୟ ଟେନିସ ପ୍ରେମୀ ନିରାଶ ହୋଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ମହିଳା ଡବଲ୍ସ ଇଭେଣ୍ଟର ପ୍ରଥମ ରାଉଣ୍ଡରେ ସାନିଆ ମିର୍ଜା ଏବଂ ଅଙ୍କିତା ରାଇନା ପରାସ୍ତ ହୋଇଛନ୍ତି । ସେମାନେ ୟୁକ୍ରେନର ପ୍ରତିଯୋଗୀ ନାଡିଆ ଏବଂ ଲ୍ୟୁଡମିଲା କିଚେନୋକ ଭଉଣୀଙ୍କଠାରୁ ୬-୦,୬-୭, ୮-୧୦ ରେ ପରାସ୍ତ ହେଇଛନ୍ତି। ରବିବାର ଦିନ ଏରିଆକ ପାର୍କ ରେ ସାନିଆ ଏବଂ ଅଙ୍କିତା ଏବଂ ୟୁକ୍ରେନର କିଚେନୋକ ଯାଆଁଳା – ଲ୍ୟୁଡମିଲା ଏବଂ ନାଡିଆଆ ମଧ୍ୟରେ ଖେଳାଯାଇଥିବା ଗୋଟିଏ […]
Read More...

Advertisement