baby corn and banana price hike
ବିଶ୍ବ  ବାଣିଜ୍ୟ 

ଲେମ୍ବୁ ପରେ ଏବେ ପାଳିରେ କଦଳୀ ଓ ବେବିକର୍ଣ୍ଣ

ଲେମ୍ବୁ ପରେ ଏବେ ପାଳିରେ କଦଳୀ ଓ ବେବିକର୍ଣ୍ଣ ନୂଆଦିଲ୍ଲୀ: ଅପ୍ରେଲ ୧୨: ବଢୁଛି ଖାଉଟିଙ୍କ ଚିନ୍ତା । ଲେମ୍ବୁ ପରେ ଏବେ କଦଳି ଆଉ ବେବିକର୍ଣ୍ଣ ମହଙ୍ଗା ହେବାକୁ ଯାଉଛି । ଅନ୍ୟ ଦେଶରୁ ଏ ଦୁଇ ସାମଗ୍ରୀକୁ ରପ୍ତାନି କରିବାର ଅନୁମତି ମିଳିଛି । ଫଳରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉତ୍ତମ ମୂଲ୍ୟ ମିଳିବ । କିନ୍ତୁ ଘରୋଇ ବଜାରରେ ଦର ବଢ଼ିବ । ଭାରତ ଏବଂ କାନାଡା ମଧ୍ୟରେ ଏକ ବୁଝାମଣା ହୋଇଛି, ଯାହା ଜରିଆରେ କାନାଡା ସରକାର ଭାରତରୁ କଦଳି ଏବଂ […]
Read More...

Advertisement