ayush doctor demand
ଜିଲ୍ଲା 

ଚାକିରୀ ନିୟମିତ ନକଲେ, ସେପ୍‌ଟେମ୍ବର ୩୦ରୁ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ

ଚାକିରୀ ନିୟମିତ ନକଲେ, ସେପ୍‌ଟେମ୍ବର ୩୦ରୁ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ନୂଆପଡା, ସେପ୍‌ଟେମ୍ବର ୨୯ : ମଙ୍ଗଳବାର ଓଡିଶା ଆୟୁଷ ସଂଘ ନୂଆପଡା ଶାଖା ପକ୍ଷରୁ ଚାକିରୀ ନିୟମିତ ନକଲେ ଆସନ୍ତା ତାରିଖ ୩୦ ସେପେଫମ୍ବର ୨୦୨୧ରୁ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇବା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ କେଉଁ କାର୍ଯ୍ୟ କରିବେ ଏବଂ କେଉଁ କାର୍ଯ୍ୟ କରିବେ ନାହିଁ ତାର ଉଲ୍ଲେଖ ରହିଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ଏକ ଅନୁରୂପ ଦାବିପତ୍ର ପ୍ରଦାନ କରିଛନ୍ତି । […]
Read More...

Advertisement