Ayodhya
ଦେଶ- ବିଦେଶ 

ସୃଷ୍ଟି ହେଲା ଆଉ ଏକ ନୂଆ ଅଧାୟ; ରାମ ମନ୍ଦିରର ଭୂମିପୂଜନ କଲେ ପ୍ରଧାନମନ୍ତ୍ରୀ

ସୃଷ୍ଟି ହେଲା ଆଉ ଏକ ନୂଆ ଅଧାୟ; ରାମ ମନ୍ଦିରର ଭୂମିପୂଜନ କଲେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର : ଅଗଷ୍ଟ ୫: ଦୀର୍ଘ ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ରାମ ଜନ୍ମଭୂମି ଅଯୋଧ୍ୟାରେ କୋଟି କୋଟି ଲୋକଙ୍କ ହୃଦୟର ଦେବତା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ହୋଇଛି ଶିଳାନ୍ୟାସ । ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଦିବ୍ୟ ରାମମନ୍ଦିରର ନିର୍ମାଣର ଭୂମିପୁଜା ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂଜାର ରୀତିନୀତି ଓ ମନ୍ତ୍ରଉଚାଣର ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜା ସମାପ୍ତି ହେବା ପରେ […]
Read More...
ଦେଶ- ବିଦେଶ 

ରାମ ଜନ୍ମ ଭୂମି ରେ ପୂଜାର୍ଚନା

ରାମ ଜନ୍ମ ଭୂମି ରେ ପୂଜାର୍ଚନା ଅଯୋଧ୍ୟା : ଅଗଷ୍ଟ ୪: ରାମ ମନ୍ଦିର ନିର୍ମାଣ ପାଇଁ ‘ଭୁମି ପୂଜନ’ର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ସକାଳେ ଅଯୋଧ୍ୟାରେ ପୂଜା ପାଠ ଚାଲିଛି I ଆଜି ବାରାଣାସୀ ଏବଂ ଅଯୋଧ୍ୟାରୁ ଆସିଥିବା ୧୧ ଜଣ ପୁରୋହିତ ଙ୍କ ନେତୃତ୍ୱରେ ‘ରାମକଥା’ ଓ ‘ରାମ ଧୁନ’ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି I ଏହି ପୂଜାପାଠ ରାମ ଜନ୍ମଭୂମି ମନ୍ଦିର ପରିସର ମଧ୍ୟରେ ପ୍ରାୟ ୬ ଘଣ୍ଟା ରୁ ୭ ଘଣ୍ଟା ଧରି ହେବ I […]
Read More...
ଦେଶ- ବିଦେଶ 

ଅଯୋଧ୍ୟାରେ ହେବ ଭବ୍ୟ ରାମମନ୍ଦିର; ସଜେଇ ହେଲାଣି ରାମ ଜନ୍ମଭୂମି

ଅଯୋଧ୍ୟାରେ ହେବ ଭବ୍ୟ ରାମମନ୍ଦିର; ସଜେଇ ହେଲାଣି ରାମ ଜନ୍ମଭୂମି ଭୁବନେଶ୍ୱର : ଅଗଷ୍ଟ ୦୧:ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମଗ୍ର ଅଯୋଧ୍ୟା ନଗରୀକୁ ଆକର୍ଷଣୀୟ ଭାବେ ସାଜସଜା କରାଯାଉଛି । ନଗରୀର ସୌନ୍ଦର୍ଯ୍ୟକରଣ ସହ ସୁରକ୍ଷା ବ୍ୟବସ୍ଥାକୁ ଗୁରୁୁତ୍ୱ ଦିଆଯାଉଛି । ଅଯୋଧ୍ୟା ରାସ୍ତାରେ ଥିବା କାନ୍ଥବାଡରେ ରଙ୍ଗ ବେରଙ୍ଗର କଳାକୃତି ଅଙ୍କନ କରାଯାଉଛି । କାନ୍ଥବାଡରେ ତ୍ରେତୟା ଯୁଗର ଝଲକ ଦେବା ପାଇଁ ରାମୟଣ କାଳୀନ ପ୍ରସଙ୍ଗର ଚିତ୍ର ଅଙ୍କନ […]
Read More...
ଦେଶ- ବିଦେଶ 

ରାମ ମନ୍ଦିରର ଭୂମିପୂଜନ ପୂର୍ବରୁ ପୂଜାରୀ, ୧୬ ପୁଲିସଙ୍କୁ କରୋନା

ରାମ ମନ୍ଦିରର ଭୂମିପୂଜନ ପୂର୍ବରୁ ପୂଜାରୀ, ୧୬ ପୁଲିସଙ୍କୁ କରୋନା ଭୁବନେଶ୍ୱର: ଜୁଲାଇ ୩୧: ରାମ ଜନ୍ମଭୂମିର ପୁରୋହିତ ପ୍ରଦୀପ ଦାସଙ୍କ ସମେତ ୧୬ ଜଣ ପୁଲିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଭୂମିପୂଜନ କାର୍ଯ୍ୟମ୍ରରେ ଏମାନେ ସମସ୍ତେ ସାମିଲ ଥାନ୍ତେ । ଏହା ପୂର୍ବରୁ ସମସ୍ତଙ୍କ ସ୍ୱାବ ପରୀକ୍ଷା ହେବା ପରେ ରର୍ପୋଟ ପଜିଟିଭ ବାହାରିଛି । ରାମ ଜନ୍ମଭୂମିରେ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ସହିତ ଚାରିଜଣ ପୁରୋହିତ ରାମ ଲାଲାଙ୍କର ସେବା କରନ୍ତି । ଚାରିଜଣ […]
Read More...
ଦେଶ- ବିଦେଶ 

ଲକଡାଉନରେ ରାମଲାଲାଙ୍କ ଝୁଲାରେ ଟଙ୍କା ବର୍ଷା; ମନ୍ଦିର ନିର୍ମାଣ ପାଇଁ ଦାନ କଲେ ୪.୬୦ କୋଟି

ଲକଡାଉନରେ ରାମଲାଲାଙ୍କ ଝୁଲାରେ ଟଙ୍କା ବର୍ଷା; ମନ୍ଦିର ନିର୍ମାଣ ପାଇଁ ଦାନ କଲେ ୪.୬୦ କୋଟି Edited by Papu Mohanty ଭୁବନେଶ୍ୱର : ମେ ୨୫:କରୋନା ପାଇଁ ଦେଶରେ ରହିଛି ଲକଡାଉନ୍‌ । ଦେଶରେଥିବା ମଠ ମନ୍ଦିର ଗୁଡିକୁ ଭକ୍ତଙ୍କ ସମାଗମ ଉପରେ ଜାରି କରାଯାଇଛି କଟକଣା । ଫଳରେ ମନ୍ଦିର ଗୁଡିକରେ ଭକ୍ତଙ୍କ ଦାନ ପରିମାଣରେ ହ୍ରାସ ପାଇଛି । ଯଦ୍ୱାରା ମନ୍ଦିରଗୁଡିକର ଆୟ ବାଧାପ୍ରାପ୍ତ ହୋଇଛି । ତେବେ ଆଶ୍ଚର୍ଯ୍ୟର କଥା ଯେ ଅଯୋଧ୍ୟାରେ ରାମଲାଲାଙ୍କ ପାଇଁ ଭକ୍ତମାନେ ଏକ ଅନନ୍ୟ ଭକ୍ତିପୁତ୍ତ ଆଚରଣ ପ୍ରଦର୍ଶନ କରିଛନ୍ତି । ସେମାନେ […]
Read More...

Advertisement