AUTONOMOUS FLYING WING DEMONSTRATOR TECHNOLOGY
ଦେଶ- ବିଦେଶ 

ଏଥର ବିନା ପାଇଲଟରେ ଉଡିବ ଯୁଦ୍ଧ ବିମାନ: ଶତ୍ରୁ ହେବେ ଧରାଶାଇ

ଏଥର ବିନା ପାଇଲଟରେ ଉଡିବ ଯୁଦ୍ଧ ବିମାନ: ଶତ୍ରୁ ହେବେ ଧରାଶାଇ ଏଣିକି ଭାରତର ଶକ୍ତି ଆଗରେ ଠିଆ ହବାକୁ ବି ସାହସ କରିବେନି ଶତ୍ରୁରାଷ୍ଟ୍ର । ଆହୁରି ଡରିବେ ପାକିସ୍ତାନ ଆଉ ଚୀନ । ଭାରତ ପ୍ରସ୍ତୁତ କରିଛି ବିନା ପାଇଲଟର ଯୁଦ୍ଧ ବିମାନ । ଏଥର ବିନା କୌଣସି ଶଙ୍କା ବା ଡରରେ ଶତ୍ରୁଙ୍କ ଉପରେ ହେବ ପ୍ରହାର । ମୂଲ୍ୟବାନ ଜୀବନ ହରାଇବାର ବି ଆଉ ଭୟ ନାହିଁ । ଭାରତର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ବା ଡିଆରଡିଓ ପକ୍ଷରୁ ଅଟୋନୋମସ ଫ୍ଲାଇଙ୍ଗ୍‌ ୱିଙ୍ଗ […]
Read More...

Advertisement