australia
ବିଶ୍ବ 

ଅଷ୍ଟ୍ରେଲିଆରୁ ସ୍ୱଦେଶ ଫେରିଲା ୨୯ଟି ପ୍ରାଚୀନ ମୂର୍ତ୍ତି

ଅଷ୍ଟ୍ରେଲିଆରୁ ସ୍ୱଦେଶ ଫେରିଲା ୨୯ଟି ପ୍ରାଚୀନ ମୂର୍ତ୍ତି ନୂଆଦିଲ୍ଲୀ: ମାର୍ଚ୍ଚ ୨୨: ପୂର୍ବରୁ ଭାରତ ବହୁ ଐତିହ ଓ ବିତ୍ତଶାଳୀ ରାଷ୍ଟ୍ର ଥିଲା । ତେବେ କାଳକ୍ରମେ ଯତ୍ନ ଅଭାବ ଓ ଇଂରେଜମାନଙ୍କ ଶାସନ ପାଇଁ ଆମ ଦେଶ ଅନେକ ସବୁ ସହିଛି । ଖାଲି ମାନସିକ ସ୍ତରରେ ନୁହେଁ ବରଂ ଅର୍ଥନୈତିକ ସ୍ତରରେ ମଧ୍ୟ ବହୁ କ୍ଷତି ସହିଛି ଭାରତ । ଆମ ଦେଶର ଅନେକ ସୁନ୍ଦର କାରୁକଳା, ମଣି ଓ ମୟୂର ସିଂହାସନ ଇତ୍ୟାଦି ଲୁଟି ନେଇଛନ୍ତି ବିଦେଶୀ । ତେବେ ଏହି […]
Read More...
ଖେଳ 

ନୂଆ ରେକର୍ଡ କଲେ ଷ୍ଟିଭ୍‌ ସ୍ମିଥ୍‌

ନୂଆ ରେକର୍ଡ କଲେ ଷ୍ଟିଭ୍‌ ସ୍ମିଥ୍‌ ନୂଆଦିଲ୍ଲୀ: ମାର୍ଚ୍ଚ ୦୯: ଟେଷ୍ଟ କ୍ରିକେଟ୍ରେ ଷ୍ଟିଭ ସ୍ମିଥ୍ ଏକ ପରିଚିତ ନାଁ । ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଷ୍ଟ୍ରେଲିଆର ଟେଷ୍ଟ ଉପଅଧିନାୟକ ଷ୍ଟିଭ ସ୍ମିଥ୍ । ଏବେ ସେ ମହାନ୍ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ପ୍ରଥମ ୧୫୦ଟି ଟେଷ୍ଟ ଇନିଂସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାରେ ତେନ୍ଦୁଲକରଙ୍କୁ ଟପିଛନ୍ତି ଏହି ଖେଳାଳି । ଟେଷ୍ଟରେ ୧୫୦ ଇନିଂସ ପୂରଣ ପାଇଁ ଆହୁରି ୨ଟି ଇନିଂସ ବାକିଥିବା ବେଳେ […]
Read More...
ବିଶ୍ବ 

ବିମାନ ଯାତ୍ରା ପାଇଁ ଜରୁରୀ ନୁହେଁ ଆରଟିପିସିଆର ଟେଷ୍ଟ

ବିମାନ ଯାତ୍ରା ପାଇଁ ଜରୁରୀ ନୁହେଁ ଆରଟିପିସିଆର ଟେଷ୍ଟ ନୂଆଦିଲ୍ଲୀ: ଫେବୃଆରୀ ୧୦: ଓମିକ୍ରନ୍ ଉତ୍ପନ୍ନ ହେବ।ପରେ ’ବିପଦରେ ଥିବ।’ ଦେଶଗୁଡିକର ବିପଦ ବର୍ଗକୁ ହଟ।ଇ ସରକ।ର ଅନ୍ତର୍ଜ।ତୀୟ ଆଗମନ ପ।ଇଁ ନିର୍ଦ୍ଦେଶ।ବଳୀକୁ ସଂଶୋଧନ କରି ଗୁରୁବ।ର ଦିନ ସ।ତୋଟି ଘରୋଇ କ୍ୟ।ଣ୍ଟିନରେ କୋହଳ ପ।ଇଁ ସୁପ।ରିଶ କରିଛନ୍ତି। ଫେବୃଆରୀ ୧୪, ସୋମବ।ର ଠ।ରୁ ଏହି ନୂତନ ନିର୍ଦ୍ଦେଶ।ବଳୀ କ।ର୍ଯ୍ୟକ।ରୀ ହେବ ବୋଲି କେନ୍ଦ୍ର ସ୍ୱ।ସ୍ଥ୍ୟ ମନ୍ତ୍ରଣ।ଳୟ କହିଛି। ଯଦି କେହି ଯାତ୍ରୀ ଭ୍ରମଣ କରିବାକୁ ଚାହାନ୍ତି ତେବେ ପୂର୍ବ ଭଳି ସେମାନଙ୍କୁ ଆଉ ୨୪ ଘଣ୍ଟା […]
Read More...
ବିଶ୍ବ 

୨୨ ବର୍ଷ ପରେ ପୁଣି ଆବିଷ୍କାର ହେଲା ବିଲୁପ୍ତ ହୋଇଯାଇଥିବା ଦୁର୍ଲଭ ମାଛ

୨୨ ବର୍ଷ ପରେ ପୁଣି ଆବିଷ୍କାର ହେଲା ବିଲୁପ୍ତ ହୋଇଯାଇଥିବା ଦୁର୍ଲଭ ମାଛ ତସ୍‌ମାନିଆ: ଡିସେମ୍ବର ୨୫: ଅଷ୍ଟ୍ରେଲିଆର ତସ୍‌ମାନିଆ ଉପକୂଳରେ ଦୀର୍ଘ ୨୨ ବର୍ଷ ପରେ ବିଲୁପ୍ତ ମାଛ ଆବିଷ୍କାର ହୋଇଛି । ଗୋଲାପୀ ରଙ୍ଗର ଏହି ମାଛ ହାତ ସାହାଯ୍ୟରେ ଚାଲିଥାଏ । ୧୯୯୯ ମସିହାରେ ଶେଷ ଥର ପାଇଁ ଏହି ମାଛ ତସ୍‌ମାନିଆରେ ଦେଖାଯାଇଥିଲା । ଏହା ହେଉଛି ହାତରେ ଚାଲୁଥିବା ପ୍ରଥମ ଗୋଲାପୀ ରଙ୍ଗର ମାଛ । ମତ୍ସ୍ୟ ବିଶେଷଜ୍ଞଙ୍କ ମତରେ, ଏହି ମାଛ ‘ବ୍ରାଚିଓନିଚ୍‌ଥିଡାଏ’ ଶ୍ରେଣୀ ଅନ୍ତର୍ଗତ । ଏହି ଜାତିର ମାଛମାନେ ସନ୍ତ୍ୟପାୟୀ […]
Read More...

Advertisement