Assembly election in Goa
ଦେଶ- ବିଦେଶ 

ନିର୍ବାଚନ ପୂର୍ବରୁ ଗୋଆରେ ବିଜେପିକୁ ଝଟକା, କଂଗ୍ରେସରେ ମିଶିବେ କ୍ୟାବିନେଟ ମନ୍ତ୍ରୀ

ନିର୍ବାଚନ ପୂର୍ବରୁ ଗୋଆରେ ବିଜେପିକୁ ଝଟକା, କଂଗ୍ରେସରେ ମିଶିବେ କ୍ୟାବିନେଟ ମନ୍ତ୍ରୀ ପାଣାଜି: ଜାନୁଆରୀ ୧୦: ଗୋଆର ନିର୍ବାଚନ ହେବା ପୂର୍ବରୁ ଶାସିତ ଦଳ ବିଜେପିକୁ ବଡ଼ ଝଟକା ଲାଗିଛି । ଗୋଆରେ ବିଜେପି ନେତୃତ୍ୱାଧୀନ ସରକାରରୁ ବନ୍ଦର ମନ୍ତ୍ରୀ ମାଇକେଲ ଲୋବୋ କ୍ୟାବିନେଟ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହିତ ସେ ଆଜି ଅପରାହ୍ନ ୪ଟା ସମୟରେ କଂଗ୍ରେସରେ ମିଶିବେ ବୋଲି ସୂଚନା ମିଳିଛି । ଗୋଆର ଲୋକପ୍ରିୟ ମନ୍ତ୍ରୀ ମାଇଲେଙ୍କ ଇସ୍ତଫା ଫଳରେ ରାଜ୍ୟ ବିଜେପି ଦଳର ଏକ ବଡ଼ କ୍ଷତି ହୋଇଛି । ବିଜେପି ଛାଡ଼ିବା […]
Read More...

Advertisement