Asia Cup 2022
ଖେଳ 

ଏସିଆ କପ୍‌: ଲକ୍ଷ୍ମଣ ଟିମ୍‌ ଇଣ୍ଡିଆର ମଧ୍ୟବର୍ତ୍ତୀକାଳିନ ମୁଖ୍ୟ କୋଚ

ଏସିଆ କପ୍‌: ଲକ୍ଷ୍ମଣ ଟିମ୍‌ ଇଣ୍ଡିଆର ମଧ୍ୟବର୍ତ୍ତୀକାଳିନ ମୁଖ୍ୟ କୋଚ ମୁମ୍ବାଇ : ଏସିଆ କପ୍‌ ପୂର୍ବରୁ ଭାରତକୁ ଝଟକା ଲାଗିଛି । ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ କରୋନା ସଂକ୍ରମିତ ହୋଇଛନ୍ତି । ତେଣୁ ପ୍ରତିଯୋଗିତାର ମଧ୍ୟଭାଗ ବେଳକୁ ଦ୍ରାବିଡ଼ ଦଳ ସହ ଯୋଗଦେବାର ସମ୍ଭାବନା ରହିଛି । ତେଣୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଜାତୀୟ କ୍ରିକେଟ୍‌ ଏକାଡେମୀର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ଏସିଆ କପ୍‌ ପାଇଁ ଭାରତୀୟ ଦଳର ମଧ୍ୟବର୍ତ୍ତୀକାଳିନ ମୁଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଛି । ଲକ୍ଷ୍ମଣ […]
Read More...

Advertisement