ASHRAM 4
ମନୋରଞ୍ଜନ 

ପୁଣି ପରଦାକୁ ଫେରୁଛନ୍ତି ନାନା ପାଟେକର

ପୁଣି ପରଦାକୁ ଫେରୁଛନ୍ତି ନାନା ପାଟେକର ମୁମ୍ବାଇ:ଜୁନ ୧୮: ବଲିଉଡର ପ୍ରସିଦ୍ଧ ଅଭିନେତା ନାନା ପାଟେକର କରୁଛନ୍ତି କମବ୍ୟାକ୍‌ । ଅଭିନେତା ଓ ନିର୍ମାତା ଭାବରେ ସେ ବେଶ୍‌ ପରିଚୟ ଲାଭ କରିଛନ୍ତି । ତାଙ୍କ ଅଭିନୟରେ ବହୁ ଲୋକ ପ୍ରଭାବିତ ହୁଅନ୍ତି । ତାଙ୍କ ଡାଏଲଗ୍‌ କହିବାର ଶୈଳୀ ପାଇଁ ସେ ଇଣ୍ଡଷ୍ଟ୍ରିରେ ବହୁତ ପ୍ରସିଦ୍ଧ । ଅଭିନେତା ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ନାନା ପାଟେକର ତାଙ୍କ କମ୍‌ ବ୍ୟାକ୍‌ […]
Read More...

Advertisement