Ashi Chouksey
ଖେଳ 

ଇତିହାସ ରଚିଲେ ମୈରାଜ, ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ସ୍ୱର୍ଣ୍ଣ

ଇତିହାସ ରଚିଲେ ମୈରାଜ, ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ସ୍ୱର୍ଣ୍ଣ ଚାଙ୍ଗୋନ୍‌ : ଭାରତୀୟ ଭେଟେରାନ୍‌ ସୁଟର ମୈରାଜ ଅହମ୍ମଦ ଖାନ୍‌ ସୋମବାର ଇତିହାସ ରଚିଛନ୍ତି । ସେ ଆଇଏସ୍‌ଏସଏଫ୍‌ ବିଶ୍ୱକପ୍‌ର ପୁରୁଷ ସ୍କିଟ୍‌ ବର୍ଗରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଉତ୍ତରପ୍ରଦେଶର ୪୬ ବର୍ଷୀୟ ମୈରାଜ ଫାଇନାଲରେ ୪୦ଟି ସୁଟ୍‌ କରିଥିଲେ । ଏଥିରୁ ୩୭ଟି ଲକ୍ଷ୍ୟ ଭେଦ ହୋଇଥିଲା । କୋରିଆର ମିନୁସ କିନ୍‌ ୩୬ ଓ ବ୍ରିଟେନ୍‌ର ବେନ୍‌ ଲି ୱିଲିନ୍‌ ୨୬ ସୁଟ୍‌ ସହ ଯଥାକ୍ରମେ ରୌପ୍ୟ ଓ […]
Read More...

Advertisement