Aryan Khan
ମନୋରଞ୍ଜନ  ଖେଳ 

ଆଇପିଏଲ ନିଲାମ ଡାକିଲେ ଆର୍ଯ୍ୟନ୍‌ ଓ ସୁହାନା ଖାନ୍‌

ଆଇପିଏଲ ନିଲାମ ଡାକିଲେ ଆର୍ଯ୍ୟନ୍‌ ଓ ସୁହାନା ଖାନ୍‌ ନୂଆଦିଲ୍ଲୀ: ଫେବୃଆରୀ ୧୨: କୋଲକାତା ନାଇଟ୍ ରାଇଡର୍ସ ଟେବୁଲରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ନିଲାମ ସମୟରେ ଶାହରୁଖ ଖାନଙ୍କ ପୁଅ, ଝିଅ ଆର୍ଯ୍ୟନ୍ ଖାନ୍ ଏବଂ ସୁହାନା ଖାନ୍ ତାଙ୍କ ଅନୁପସ୍ତିତିରେ ଟିମ୍‌ ଭର୍ତି କରିଥିଲେ। କୋଲକାତା ନାଇଟ୍ ରାଇଡର୍ସ ଶାହରୁଖ ଖାନ ଏବଂ ଜୁହି ଚାୱଲାଙ୍କ ମିଳିତ ମାଲିକାନା ରେ ଚାଲିଛି । ଦଳ ଦୁଇଥର ଆଇପିଏଲ୍ ଟାଇଟଲ୍ ମଧ୍ୟ ଜିତିଛି । A crash course in #IPLAuction strategies from the CEO […]
Read More...
ମନୋରଞ୍ଜନ 

ଆରୟନ ପାଇଁ ଗଞ୍ଜେଇ ଯୋଗାଡ଼ କରିଛନ୍ତି ଅନନ୍ୟା !

ଆରୟନ ପାଇଁ ଗଞ୍ଜେଇ ଯୋଗାଡ଼ କରିଛନ୍ତି ଅନନ୍ୟା ! ମୁମ୍ବାଇ: ଅକ୍‌ଟୋବର ୨୨: ଆରୟନ ଖାନ୍‌ଙ୍କ କ୍ରୁଜ୍‌ ଡ୍ରଗ୍‌ସ ପାର୍ଟି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ଗତକାଲି ଜେରା କରିଛି । ଏହାସହିତ ଅନନ୍ୟାଙ୍କ ମୋବାଇଲକୁ ମଧ୍ୟ ଏନ୍‌ସିବି ଜବତ କରାଯାଇଛି । ମୋବାଇଲ ଚାର୍ଟରେ ଏନ୍‌ସିବିକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ରହିଛି । ଆଜି ମଧ୍ୟ ତାଙ୍କୁ ଜେରା କରାଯିବ । ହେଲେ ଏହାରି ଭିତରେ ଅନନ୍ୟା ଓ ଆରୟନଙ୍କ ଭିତରେ ହୋଇଥିବା ହ୍ୱାଟ୍‌ସ ଆାପ୍‌ ଚାଟ୍‌ ସାମ୍ନାକୁ ଆସିଛି । […]
Read More...
ମନୋରଞ୍ଜନ 

ଅଭିନେତ୍ରୀ ଅନନ୍ୟାଙ୍କ ଘରେ ଏନ୍‌ସିବି ପୋଲିସ

ଅଭିନେତ୍ରୀ ଅନନ୍ୟାଙ୍କ ଘରେ ଏନ୍‌ସିବି ପୋଲିସ ମୁମ୍ବାଇ: ଅକ୍‌ଟୋବର ୨୧: ଡ୍ରଗ୍‌ସ ମାମଲାରେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ନର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍‌ସିବି) ଚଢ଼ାଉ କରିଛି । ଅନନ୍ୟାଙ୍କ ମୁମ୍ବାଇର ଖର େୱଷ୍ଟ ସ୍ଥିତ ଘରେ ପୋଲିସ ଚଢ଼ାଉ କରିଛି । ଏହାସହିତ ଆଜି ଅପରାହ୍ନ ୨ଟାରେ ଅଭିନେତ୍ରୀଙ୍କୁ ପୋଲିସ ପଚରାଉଚାର କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଡ୍ରଗ୍‌ସ ମାମଲାରେ ଏହି ଅଭିନେତ୍ରୀଙ୍କ ହାତ ଥିବା ଜାଣିବା ପରେ ପୋଲିସ ସାଙ୍ଗେ ସାଙ୍ଗେ ତାଙ୍କ ଘର ଉପରେ ଚଢ଼ାଉ କରିଥିଲା । […]
Read More...

Advertisement