Aryan Khan Drugs Case
ଦେଶ- ବିଦେଶ 

ଆର୍ଯ୍ୟନଙ୍କ ଡ୍ରଗ୍‌ସ ମାମଲା ତଦନ୍ତରୁ ସମୀର ୱାଙ୍ଖଡେଙ୍କୁ ହଟାଗଲା : ନବାବ କହିଲେ ଏଇ ତ’ ଆରମ୍ଭ ମାତ୍ର

ଆର୍ଯ୍ୟନଙ୍କ ଡ୍ରଗ୍‌ସ ମାମଲା ତଦନ୍ତରୁ ସମୀର ୱାଙ୍ଖଡେଙ୍କୁ ହଟାଗଲା : ନବାବ କହିଲେ ଏଇ ତ’ ଆରମ୍ଭ ମାତ୍ର ମୁମ୍ବାଇ : ନଭେମ୍ବର ୦୬: ଆର୍ଯ୍ୟନ ଖାନ୍‌ଙ୍କ ଡ୍ରଗ୍‌ସ ମାମଲା ଏବେ ନୂଆ ଦିଗକୁ ମୋଡ଼ ନେଇଛି । ଏହି ମାମଲାର ତଦନ୍ତ କରୁଥିବା ଏନ୍‌ସିବି ମୁମ୍ବାଇ ଜୋନ୍‌ର ଡାଇରେକଫର ସମୀର ୱାଙ୍ଖଡେ ଏଥିରୁ ହଟାଇ ଦିଆଯାଇଛି । ଏନ୍‌ସିବି ମୁଖ୍ୟ ଅଧିକାରୀ ସଞ୍ଜୟ ସିଂହ ଏହି ମାମଲାର ତଦନ୍ତ କରିପାରନ୍ତି ବୋଲି ଖବର ମିଳିଛି । ତେବେ ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଆରମ୍ଭରୁ ର୍ଟାର୍ଗେଟ କରିଆସୁଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରୁ ୱାଙ୍ଖଡେଙ୍କୁ […]
Read More...
ମନୋରଞ୍ଜନ 

ସାମ୍ନାକୁ ଆସିଲା ଅରୟାନ ଓ ଅନନ୍ୟାଙ୍କ ହ୍ୱାଟସଆପ୍‌ ଚାଟ, ଅନ୍ତର୍ଜାତୀୟ ଡ୍ରଗ୍‌ସ ଲିଙ୍କ

ସାମ୍ନାକୁ ଆସିଲା ଅରୟାନ ଓ ଅନନ୍ୟାଙ୍କ ହ୍ୱାଟସଆପ୍‌ ଚାଟ, ଅନ୍ତର୍ଜାତୀୟ ଡ୍ରଗ୍‌ସ ଲିଙ୍କ ମୁମ୍ବାଇ: ଅକ୍‌ଟୋବର ୨୬: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଅରୟାନଙ୍କ ଡ୍ରଗ୍‌ସ ମାମଲାରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଦୁଇ ଦୁଇ ଥର ଜାମିନ ଖାରଜ ହେବା ପରେ ବମ୍ବୋ କୋର୍ଟରେ ଜାମିନ ଶୁଣାଣି ଚାଲିଛି । କିନ୍ତୁ ଏହାକୁ ବିରୋଧ କରିଛି ଏନ୍‌ସିବି । ଏନ୍‌ସିବି ସୂଚନା ଅନୁସାରେ ଅରୟାନଙ୍କର ଅନ୍ତର୍ଜାତୀୟ ଡ୍ରଗ୍‌ସ ଡିଲରସ୍‌ଙ୍କ ସହିତ ଲିଙ୍କ୍‌ ରହିଛି । ଯାହା ହ୍ୱାଟସଆପ୍‌ ଚାଟରୁ ପ୍ରମାଣ ମିଳିଛି ବୋଲି ଏନ୍‌ସିବି କହିଛି […]
Read More...

Advertisement