Arunanchal Pradesh headline
ମନୋରଞ୍ଜନ  ଦେଶ- ବିଦେଶ 

ଅଭିନେତା ସଞ୍ଜୟ ହେଲେ ଅରୁଣାଚଳପ୍ରଦେଶର ବ୍ରାଣ୍ଡଆମ୍ବାସାଡର

ଅଭିନେତା ସଞ୍ଜୟ ହେଲେ ଅରୁଣାଚଳପ୍ରଦେଶର ବ୍ରାଣ୍ଡଆମ୍ବାସାଡର ମୁମ୍ବାଇ: ଡିସେମ୍ବର ୦୧: ବଲିଉଡ୍‌ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ଇଣ୍ଡଷ୍ଟ୍ରୀରେ ଖାସ୍‌ ପତିଆରା ରହିଛି ଏବଂ ତାଙ୍କର ଫ୍ୟାନ ଫୋଲଅର୍ସଙ୍କ ସଂଖ୍ୟା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଢେର ଅଧିକ ରହିଛି । ନିକଟରେ ବିଜେପି ନେତୃତ୍ୱାଧୀନ ଅରୁଣାଚଳପ୍ରଦେଶ ସରକାର ଅଭିନେତା ସଞ୍ଜୟ ଦତ୍ତଙ୍କୁ ରାଜ୍ୟର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି । ଅରୁଣାଚଳପ୍ରଦେଶର ନାମକରଣର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରାଯାଇଛି । ଏନେଇ ବଲିଉଡ୍‌ର ମୁନ୍ନା ଭାଇ ଅରୁଣାଚଳପ୍ରଦେଶ […]
Read More...

Advertisement