Aruna Bhatia
ମନୋରଞ୍ଜନ 

ଅଭିନେତା ଅକ୍ଷୟ କୁମାର ମାଆଙ୍କ ଦେହାନ୍ତ

ଅଭିନେତା ଅକ୍ଷୟ କୁମାର ମାଆଙ୍କ ଦେହାନ୍ତ ମୁମ୍ବାଇ: ସେପ୍‌ଟେମ୍ବର ୮: ଆରପାରିରେ ବଲିଉଡ୍‌ ଅଭିନେତା ଅକ୍ଷୟକୁମାରଙ୍କ ମାଆ ଅରୁଣା ଭାଟିଆ । ଅନେକ ଦିନ ଧରି ରୋଗରେ ପଡିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଅକ୍ଷୟ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ସେୟାର କରି ସେ ଏ ବିଷୟରେ ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ଅକ୍ଷୟ ତାଙ୍କର ମନର ଦୁଖକୁ ଜାହିର କରିଛନ୍ତି । ମାଙ୍କ ମୃତୁ୍ୟରେ ଭାଙ୍ଗିପଡିଛନ୍ତି ଅଭିନେତା […]
Read More...

Advertisement